Latest Odisha News

BREAKING NEWS

ଖୁବ୍ ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ଅଜୟ ଦେବଗନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଷ୍ଟାର ଅଜୟ ଦେବଗନ ଖୁବ୍ ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଜୟ କ୍ରାଇମ ଡ୍ରାମା ରୁଦ୍ର:ଦି ଏଜ ଅଫ ଡାର୍କନେସରେ ପୋଲିସ ଅଫିସର ଭୂମିକାରେ ଅବତୀର୍ଣ୍ଣ ହେବେ । ଏହି ସିରିଜ ହଟଷ୍ଟାର ଭିଆଇପିରେ ଦେଖିବାକୁ ମିଳିବ ।

ଝିଅ ନ୍ୟାସାର ୧୮ତମ ଜନ୍ମ ଦିବସ ଅବସରରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ବ୍ରିଟିଶ ସାଇକୋଲୋଜିକାଲ କ୍ରାଇମ ଡ୍ରାମା ସିରିଜ ଲୁଥରର ଏହା ହିନ୍ଦୀ ରିମେକ । ଖୁବ୍ ଶୀଘ୍ର ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯିବ ।

Leave A Reply

Your email address will not be published.