Latest Odisha News

BREAKING NEWS

ସାକେତ ଚୌଧୁରୀଙ୍କ ଫିଲ୍ମରେ ଅଭିନୟ କରିବେ ଆଲିୟା

ମୁମ୍ବାଇ: ବଲିଉଡର ଗ୍ଲାମରସ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗଲୀ ବୟ ଫିଲ୍ମ ପରେ ଅନେକ ପ୍ରଡ୍ୟୁସର ତାଙ୍କୁ ଫିଲ୍ମରେ ନେବାକୁ ଚାହୁଁଛନ୍ତି । ଖୁବ୍ ଶୀଘ୍ର ରଣବୀର କାପୁରଙ୍କ ସହ ତାଙ୍କର ବ୍ରହ୍ମାସ୍ତ୍ର ଫିଲ୍ମ ରିଲିଜ ହେବ ।

ଏହି ଫିଲ୍ମ ପରେ ସେ ହିନ୍ଦୀ ମିଡିୟମ ଫେମ୍ ସାକେତ ଚୌଧୁରୀଙ୍କ ଏକ ନୂତନ ଫିଲ୍ମରେ ଅଭିନୟ କରିବେ ବୋଲି ଜଣାପଡିଛି । ଏହି ଫିଲ୍ମର ଅନ୍ୟ କଳାକାର ଚୟନ ହୋଇ ନାହିଁ ।

Leave A Reply

Your email address will not be published.