Latest Odisha News

ବିଭାଗ ପାଇଲେ, ମୁଖ୍ୟମନ୍ତ୍ରୀଙ୍କୁ ଆନୁଗତ୍ୟ ଜଣାଇଲେ

ଭୁବନେଶ୍ୱର: ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିସାରିବା ପରେ ସଦ୍ୟ ଶପଥ ନେଇଥିବା ମନ୍ତ୍ରୀ ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେପଟେ ଶୁଭେଚ୍ଛା ପାଉଥିବା ଏହି ମନ୍ତ୍ରୀ ମାନେ କିନ୍ତୁ ତାଙ୍କ ଉପରେ ଆସ୍ଥା ଜୁଟାଇଥିବା ଛାମୁ ଦଳର ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

BjdElectrycity

ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବେ, ଜନ ସେବାରେ ବ୍ରତୀ ହୋଇ କାର୍ଯ୍ୟ କରିବେ ଆଦି ଅନେକ ଆନୁଗତ୍ୟ ବ୍ୟକ୍ତ କରିଛନ୍ତି ।

 

Leave A Reply

Your email address will not be published.