Latest Odisha News

BREAKING NEWS

ଅମର୍ତ୍ୟ ସେନ କୋଭିଡ ଆକ୍ରାନ୍ତ, ଘରେ ଚାଲିଛି ଚିକିତ୍ସା

କୋଲକାତା: ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଶାନ୍ତି ନିକେତନ ସ୍ଥିତ ତାଙ୍କ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡ଼ିଛି । ତାଙ୍କ ଦେହରେ ହାଲୁକା ଲକ୍ଷଣ ରହିଛି ଏବଂ ସେ ଏକାନ୍ତବାସ ଅବଧି ପୂର୍ଣ୍ଣ କରିସାରିଛନ୍ତି ବୋଲି ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଏବେ ତାଙ୍କୁ ଅଳ୍ପ ଛିଙ୍କ ଏବଂ କାଶ ହେଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି ଅମର୍ତ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.