Latest Odisha News

BREAKING NEWS

ଏକାଥରକେ ୪ଟି ଫ୍ଲାଟ କିଣିଲେ ଅରଜିତ ସିଂ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ଅରଜିତ ସିଂ ଏକାଥରକେ ୪ଟି ଫ୍ଲାଟ କିଣି ଚର୍ଚ୍ଚାକୁ ଆସିଛନ୍ତି । ମୁମ୍ବାଇ ବର୍ସୋବା ଅଚଂଳର ଏହି ସମସ୍ତ ଫ୍ଲାଟ ପାଇଁ ଅରଜିତ ୯.୧ କୋଟି ଟଙ୍କା ଦେଇଛନ୍ତି ।

ସମସ୍ତ ପ୍ଲାଟର ପଂଜିକରଣ ୨୨ ଜାନୁୟାରୀରେ କରାଯାଇଥିଲା । ଅରଜିତ ୨୦୦୫ରେ ଫେମ୍ ଗୁରୁକୁଳରୁ କ୍ୟାରିୟର ଆରମ୍ଭ କରିଥିଲେ । ସାୱରିୟାଁ ଫିଲ୍ମରେ ୟୁଁ ଶବନମି ଗୀତ ମାଧ୍ୟମରେ ବଲିଉଡରେ ଏଂଟ୍ରି କରିଥିଲେ । ଆଶିକ-୨ ପରେ ସେ ଲୋକପ୍ରିୟ ଗାୟକ ପାଲଟି ଯାଇଥିଲେ । ତେବେ ଉପରୋକ୍ତ ୪ଟି ଫ୍ଲାଟ ଏକା ସଙ୍ଗରେ କିଣିବା କାରଣ ଜଣାପଡି ନାହିଁ ।

Leave A Reply

Your email address will not be published.