ଓଡ଼ିଶାରେ ଭୋଟର ସଂଖ୍ୟା ୩.୩୧ କୋଟିରେ ପହଞ୍ଚିଲା: ଡିଜିଟାଇଜେସନରେ ୪୨ ପ୍ରତିଶତ ଅଗ୍ରଗତି
ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ବ୍ୟାପକ ସଂଶୋଧନ ଓ ପଞ୍ଜୀକରଣ ପ୍ରକ୍ରିୟାରେ ଏକ ବଡ଼ ସଫଳତା ମିଳିଛି। ରାଜ୍ୟର ମୋଟ ଭୋଟରଙ୍କ ସଂଖ୍ୟା ଏବେ ୩.୩୧ କୋଟିରେ ପହଞ୍ଚିଛି। ନିର୍ବାଚନ କମିଶନଙ୍କ ଦ୍ୱାରା ହୋଇଥିବା ସ୍ୱତନ୍ତ୍ର ପୁନଃ ପରୀକ୍ଷଣ ପ୍ରକ୍ରିୟା ପରେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି।…