Latest Odisha News

BREAKING NEWS

ରିଲାଏନ୍ସ ଜିଓର ନୂଆ ଅଫର: ୩୯୯ ଟଙ୍କା ରିଚାର୍ଜ କଲେ ୧୨ ମାସ ପାଇଁ କାନଭା ପ୍ରୋ ସମ୍ପୂର୍ଣ୍ଣ ମାଗଣା

ମୁମ୍ବାଇ: ରିଲାଏନ୍ସ ଜିଓ ନିଜର ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ନୂତନ ଡିଜିଟାଲ୍ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଆଉ ଏକ ଆକର୍ଷଣୀୟ ଅଫର ଘୋଷଣା କରିଛି । ବର୍ତ୍ତମାନ ଯୁଗରେ ଗ୍ରାଫିକ୍ସ ଡିଜାଇନିଂ ଏବଂ ସୋସିଆଲ୍ ମିଡିଆ କଣ୍ଟେଣ୍ଟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବା ବେଳେ, ଜିଓ…

ପ୍ରଧାନମନ୍ତ୍ରୀଙ୍କ ନିବେଦନ ସତ୍ତ୍ୱେ ବଢ଼ୁଛି ସୁନା ଚାହିଦା: ପାର୍ବଣ ଋତୁରେ ପୁରୁଣା ଗହଣା ବଦଳାଇ ନୂଆ କିଣୁଛନ୍ତି…

ନୂଆଦିଲ୍ଲୀ: ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଦେଶରେ ସୁନା ଚାହିଦା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଅତିକମରେ ଗୋଟିଏ ବର୍ଷ ପାଇଁ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଦେଶବାସୀଙ୍କୁ ନିବେଦନ…

ୟୁପିଆଇ ଚାର୍ଜକୁ ନେଇ ସବୁ ଦ୍ୱନ୍ଦ୍ୱ ଦୂର କଲେ ସରକାର: ଛୋଟ ବ୍ୟବସାୟୀ ଓ ଗ୍ରାହକଙ୍କ ଉପରେ ପଡ଼ିବନି ବୋଝ

ନୂଆଦିଲ୍ଲୀ: ୟୁପିଆଇ ୟୁଜରଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଗତ କିଛି ଦିନ ଧରି ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲାଗିବା ନେଇ ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ କେନ୍ଦ୍ର ସରକାର ଶେଷରେ ଦୂର କରିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ୨୦୦୦…

ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ୪ ଗିରଫ: ବ୍ରହ୍ମପୁରରେ ପୂର୍ବତନ ମେୟରଙ୍କ ଭାଇଙ୍କ ନିକଟରୁ ମାରଣାସ୍ତ୍ର ଜବତ

ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ସହରରେ କୌଣସି ଏକ ବଡ଼ ଧରଣର ଅପରାଧିକ ଷଡ଼ଯନ୍ତ୍ର ରଚୁଥିବା ବେଳେ ବ୍ରହ୍ମପୁର ପୋଲିସ ଅଚାନକ ଚଢ଼ାଉ କରି ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ପୋଲିସ ହେପାଜତରେ ଥିବା ଏହି ୪ ଜଣଙ୍କ…

ବର୍ଷା ଦିନେ କାର୍ ଭିତରୁ ବାହାରୁଛି କି ଗନ୍ଧ? ପୁରୁଣା ଖବରକାଗଜର ଏହି ସହଜ ଟ୍ରିକ୍ ବଞ୍ଚାଇବ ହଜାର ହଜାର ଟଙ୍କା

ନୂଆଦିଲ୍ଲୀ: ବର୍ଷା ଦିନେ କିମ୍ବା ସାଧାରଣ ଦିନରେ ଓଦା ଜୋତା ଏବଂ ଛତା ନେଇ କାର୍ ଭିତରେ ବସିଲେ ଅନେକ ସମୟରେ କାର୍‌ର ତଳଭାଗ ଓଦା ହୋଇଯାଏ । ବର୍ଷା ପାଣି ବ୍ୟତୀତ ଅନେକ ସମୟରେ କାର୍‌ର ଏସି ପାଇପ୍ ଲିକ୍ ହେବା କାରଣରୁ କିମ୍ବା ପିଲାମାନେ ଭୁଲବଶତଃ ପାଣି ବୋତଲ ଢାଳିଦେଲେ ମଧ୍ୟ ସମାନ ସମସ୍ୟା…

ବ୍ୟକ୍ତିଗତ ଶତ୍ରୁତା ସାଧିବା ପାଇଁ ହାଇକୋର୍ଟରେ ପିଆଇଏଲ୍ ! ୫୦ ହଜାର ଜୋରିମାନା ସହ ଆବେଦନ ଖାରଜ କଲେ ବିଚାରପତି

କଟକ: ଜନସ୍ୱାର୍ଥ ମାମଲା ବା ପବ୍ଲିକ୍ ଇଣ୍ଟରେଷ୍ଟ୍ ଲିଟିଗେସନର ଅପବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଓଡ଼ିଶା ହାଇକୋର୍ଟ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବ୍ୟକ୍ତିଗତ ଶତ୍ରୁତା ମେଣ୍ଟାଇବା ଉଦ୍ଦେଶ୍ୟରେ ହାଇକୋର୍ଟରେ ଏକ ମିଥ୍ୟା ଜନସ୍ୱାର୍ଥ ମାମଲା ରୁଜୁ କରିଥିବା ଜଣେ…

ପ୍ରଖର ସ୍ରୋତରେ ଭାସିଗଲେ ସ୍ୱାମୀ, ଗ୍ରାମବାସୀଙ୍କ ଉଦ୍ୟମରୁ ବଞ୍ଚିଗଲେ ପତ୍ନୀ

କେନ୍ଦ୍ରାପଡ଼ା: ଜିଲ୍ଲାରେ ଏକ ହୃଦୟବିଦାରକ ଅଘଟଣ ଘଟିଛି । ନଦୀରେ ଗାଧୋଉଥିବା ବେଳେ ହଠାତ୍ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଜଣେ ଦମ୍ପତି ଭାସିଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଓ ତୁରନ୍ତ ଉଦ୍ୟମ ଯୋଗୁଁ ପତ୍ନୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ସ୍ୱାମୀ…

ଅହଙ୍କାର ଛାଡ଼ି କ୍ଷମା ମାଗିବାର ମହତ୍ତ୍ୱ: ଆଜିର ଯୁଗରେ ପ୍ରାସଙ୍ଗିକ ଗଣେଶ-ଚନ୍ଦ୍ରଙ୍କ ଏହି ପୌରାଣିକ କଥା

ଭୁବନେଶ୍ୱର: ହିନ୍ଦୁ ପର୍ବପର୍ବାଣିରେ ଗଣେଶ ଚତୁର୍ଥୀର ଏକ ସ୍ୱତନ୍ତ୍ର ଏବଂ ପବିତ୍ର ସ୍ଥାନ ରହିଛି। ଏହି ଦିନ ଅର୍ଥାତ୍ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଚନ୍ଦ୍ର ଦର୍ଶନ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି । ଲୋକବିଶ୍ୱାସ ରହିଛି ଯେ ଏହି ଦିନ ଚନ୍ଦ୍ରଙ୍କୁ ଦେଖିଲେ 'ମିଥ୍ୟା ଦୋଷ'…

ବାଲେଶ୍ୱର ଚାନ୍ଦିପୁରର ବିକଳ୍ପ ସାଜିବ ଜୁନପୁଟ: ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ ପ୍ରକଳ୍ପକୁ ମିଳିଲା ଗ୍ରୀନ ସିଗ୍ନାଲ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି ଉପରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି । ଏହି କାର୍ଯ୍ୟଭାରକୁ କମାଇବା ପାଇଁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ତଥା ପଶ୍ଚିମବଙ୍ଗର ପୂର୍ବ…

ପଶ୍ଚିମରୁ ଉପକୂଳ, ସବୁଠି ବର୍ଷା ଆଲର୍ଟ: ଗଣେଶ ପୂଜା ଓ ନୂଆଖାଇ ଉପରେ ଲଘୁଚାପ ବର୍ଷାର କଳାବାଦଲ

ଭୁବନେଶ୍ୱର: ଓଡ଼ିଶାରେ ଏବେ ଉତ୍ସବର ମାହୋଲ । ଗୋଟିଏ ପଟେ ବିଘ୍ନରାଜ ଶ୍ରୀଗଣେଶଙ୍କ ଆରାଧନା ପାଇଁ ପୂଜା ମଣ୍ଡପଗୁଡ଼ିକ ଉତ୍ସବମୁଖର ହୋଇଉଠିଥିବା ବେଳେ, ଅନ୍ୟପଟେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାପର୍ବ 'ନୂଆଖାଇ' ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାତ୍ର ଏହି ଆନନ୍ଦ…