ବି.ଆର. ଚୋପ୍ରାଙ୍କ ‘ମହାଭାରତ’ରେ ‘କୁନ୍ତୀ’ ଭୂମିକାରେ ଅଭିନୟ କରିଥିବା ନାଜନୀନ କିଏ?…
ମୁମ୍ବାଇ: ଦୂରଦର୍ଶନର ସବୁଠାରୁ ଲୋକପ୍ରିୟ ପୌରାଣିକ ଧାରାବାହିକ 'ମହାଭାରତ'ର ପ୍ରତ୍ୟେକଟି ଚରିତ୍ର ଆଜି ବି ଦର୍ଶକଙ୍କ ମନରେ ସ୍ମରଣୀୟ ହୋଇ ରହିଛି। ବିଶେଷକରି ପାଣ୍ଡବମାନଙ୍କ ମା' 'କୁନ୍ତୀ' ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ନାଜନୀନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା।…