Latest Odisha News

BREAKING NEWS

ଟାଙ୍ଗି ବ୍ଲକ ହଙ୍ଗାମା: ବିଜେପି ନେତା ଅରିନ୍ଦମ ରୟଙ୍କ ନାମରେ ସଙ୍ଗିନ ମାମଲା, କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡିର ୨୪…

ଟାଙ୍ଗି: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସରରେ ଏବିଡ଼ିଓ ଶାଶ୍ଵତ ଜେନାଙ୍କୁ ଧମକ ଚମକ ଦେବା ଘଟଣାରେ ଏବେ ରାଜନୀତି ଗରମ ହେବାରେ ଲାଗିଛି। ଏହି ବିବାଦୀୟ ଘଟଣାରେ ବିଜେପି ନେତା ଅରିନ୍ଦମ ରୟ ଏବଂ ଅଭୟ ବାରିକଙ୍କ ନାମ ସାମ୍ନାକୁ ଆସିବା ପରେ ମାମଲା ଉଗ୍ର ରୂପ ଧାରଣ କରିଛି।…

ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ: ଶ୍ରୀମନ୍ଦିରରେ ହେଲାନି ରାତିର ପହୁଡ଼ ନୀତି

ପୁରୀ: ଶ୍ରୀମନ୍ଦିରରେ ପୁଣି ସାମ୍ନାକୁ ଆସିଛି ବଡ଼ଧରଣର ନୀତି ବିଶୃଙ୍ଖଳା। ଚନ୍ଦନ ଯାତ୍ରାର ଏକ ଗୁରୁତ୍ଵପୂର୍ଣ୍ଣ ଦିନରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ଶ୍ରୀଜିଉମାନେ ରାତି ସାରା ଅନିଦ୍ରା ରହିଛନ୍ତି। ଏହି ପ୍ରଶାସନିକ ଅବହେଳାକୁ ନେଇ…

ନୟାଗଡ଼ରେ ପୁଣି ବିଭତ୍ସ ହତ୍ୟାକାଣ୍ଡ: ଘରୁ ଡାକିଆଣି କ୍ରସର ମାଲିକଙ୍କ ପୁଅକୁ ପଥର ଖଣିରେ ଫୋପାଡିଦେଲେ ଦୁର୍ବୃତ୍ତ

ନୟାଗଡ଼: ଜିଲ୍ଲାରେ ପୁଣି ଏକ ବୀଭତ୍ସ କଲାଭଳି ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ରଣପୁର ବ୍ଲକ ରାଇପଡା ଗାଁ ନିକଟସ୍ଥ ଏକ ପଥର କ୍ରସର ଖାଦାନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଚାନ୍ଦପୁର ଥାନା ନୂଆପଡ଼ା ଗାଁର ପ୍ରତାପ କୁମାର ପାଟ୍ଟଶାଣୀ ଓରଫ ଜଗୁ (୩୫)।…

ଛୁଆ ଜନ୍ମ କଲେ ମିଳିବ ହଜାର ହଜାର ଟଙ୍କା, ଆସିଲା ନୂଆ ଯୋଜନା

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ମଧ୍ୟରେ ଚନ୍ଦ୍ରବାବୁ ନାଇଡୁ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ତୃତୀୟ ଶିଶୁ ଜନ୍ମ ହେଲେ ପରିବାରକୁ ୩୦ ହଜାର ଟଙ୍କା ଏବଂ ଚତୁର୍ଥ ଶିଶୁ ପାଇଁ ୪୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଶୁକ୍ରବାର ଏହି ନୂତନ…

ବେରୋଜଗାର ଯୁବକଙ୍କୁ ‘ଅସରାପ’ ସହ ତୁଳନା କଲେ ସିଜେଆଇ ସୂର୍ଯ୍ୟକାନ୍ତ, ତେଜିଲା ବିବାଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଏପରି କିଛି କଡ଼ା ମନ୍ତବ୍ୟ ଦେଇଛନ୍ତି, ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବେକାର ଯୁବକମାନଙ୍କୁ ସେ 'ଅସରପା' ଏବଂ ସମାଜର 'ପରଜୀବୀ' (parasites) ସହ ତୁଳନା କରିଛନ୍ତି।…

ପୋଲିସକୁ ବଡ଼ ସଫଳତା: ହତ୍ୟା ଅଭିଯୋଗରେ ଲାଲୁ ଯାଦବ ଗିରଫ

ଜଗତସିଂହପୁର: ପ୍ରେମ, ପ୍ରତାରଣା ଏବଂ ଶେଷରେ ରକ୍ତର ଖେଳ। ପ୍ରେମିକାର ଅନ୍ୟତ୍ର ନିର୍ବନ୍ଧ ହେବା କଥାକୁ ସହ୍ୟ କରିନପାରି ଜଣେ ପ୍ରେମିକ ସାଜିଛି ଜହ୍ଲାଦ। ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ସେ ୨ ଲକ୍ଷ ଟଙ୍କାର ସୁପାରି ଦେଇ ଭଡ଼ାଟିଆ ହତ୍ୟାକାରୀ ଲଗାଇଥିଲା। ଜଗତସିଂହପୁର ଜିଲ୍ଲାର ବହୁ…

ଆଣ୍ଡାମାନ ଛୁଇଁବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ: ଏଣେ ଓଡ଼ିଶାରେ କାଳବୈଶାଖୀର ତାଣ୍ଡବ, ସତର୍କ କଲା ପାଣିପାଗ…

ଭୁବନେଶ୍ୱର: ରାଜ୍ୟରେ ଏବେ ଖରା ଓ ଅସମ୍ଭାଳ ଗୁଳୁଗୁଳି ଲାଗି ରହିଥିବା ବେଳେ ଚାଷୀ ଏବଂ ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ତଥା ଆଶ୍ୱସ୍ତିକର ଖବର ଆସିଛି। ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶେଷରେ କେରଳ ଛୁଇଁବାକୁ ଯାଉଛି। ଯାହା ଆଣ୍ଡାମାନ ସାଗର ଆଡକୁ ଦ୍ରୁତ ଗତିରେ ଅଗ୍ରସର…

ତେଲ ଦର ବୃଦ୍ଦିରେ ଅସ୍ତବ୍ୟସ୍ତ ଅନ୍ ଲାଇନ୍ ଡେଲିଭରୀ କର୍ମଚାରୀ: ଦେଶବ୍ୟାପୀ ହରତାଳ, ପାରିଶ୍ରମିକ ବୃଦ୍ଧି ଦାବି

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହଠାତ୍ ହୋଇଥିବା ବୃଦ୍ଧି ସାଧାରଣ ଖାଉଟିଙ୍କ ସମେତ ଅନ୍ ଲାଇନ୍ ସେବା ଯୋଗାଉଥିବା କର୍ମଚାରୀ ବା 'ଗିଗ୍ ୱାର୍କର' ମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଗୋଟିଏ ପଟେ ତେଲ ଦର ଦିନକୁ ଦିନ ବଢୁଥିବା ବେଳେ ଅନ୍ୟପଟେ କମ୍ପାନୀ ପକ୍ଷରୁ ସେମାନଙ୍କ ଆୟ ବା…

ସାବିତ୍ରୀ ବ୍ରତ ଦିନ ଅମାନବୀୟ କାଣ୍ଡ: ସ୍ତ୍ରୀକୁ ହତ୍ୟା କରି ରକ୍ତମୁଖା ସାଜିଲା ସ୍ୱାମୀ

ବଲାଙ୍ଗୀର: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ। ଏହି ଦିନ ସ୍ୱାମୀଙ୍କ ଦୀର୍ଘାୟୁ ଏବଂ ନିରୋଗ ଜୀବନ କାମନା କରି ପ୍ରତ୍ୟେକ ଓଡ଼ିଆ ସଧବା ନାରୀ ନିଷ୍ଠାର ସହ ଉପବାସ ଏବଂ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ବିଧିର ବିଡ଼ମ୍ବନା ଦେଖନ୍ତୁ, ଯେଉଁ ସ୍ୱାମୀର ମଙ୍ଗଳ ପାଇଁ ସ୍ତ୍ରୀ ବ୍ରତ ପାଳନ କରେ,…

ପେଟ୍ରୋଲ-ଡିଜେଲ ସଙ୍କଟ: ଡିଲର ସଂଘର ପ୍ରତିଶ୍ରୁତି; ସୋମବାର ସୁଦ୍ଧା ସ୍ଥିତି ପୂରା ସ୍ୱାଭାବିକ

ସଙ୍କଟ ସମୟରେ କଳାବଜାରୀ କଲେ ସିଧା ଆକ୍ସନ: ଡିଲରମାନଙ୍କୁ ଆଇଓସିଏଲ୍ ଓ ସଂଘର କଡ଼ା ତାଗିଦ୍, ମହଜୁଦ୍ ଅଛି ପର୍ଯ୍ୟାପ୍ତ ଷ୍ଟକ୍। ତେଲ ଅଭାବ ନାହିଁ, ଗୁଜବ ସୃଷ୍ଟିକାରୀ ସାବଧାନ! କାଲି ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ହେବ ସପ୍ଲାଏ, ପ୍ରଶାସନର କଡ଼ା ନଜର। ଗୁଜବ ଆଗରେ…