Latest Odisha News

BREAKING NEWS

ସରକାର କହୁଛନ୍ତି ‘ଷ୍ଟକ୍ ଅଛି’, କିନ୍ତୁ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ସହ ‘ନୋ ଷ୍ଟକ୍’…

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ଆଗରେ କିଲୋମିଟର ଲମ୍ବା ଧାଡ଼ି। ଖରାତରାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା। ଗାଡ଼ିର ଟାଙ୍କି ଫୁଲ୍ କରିବା ପାଇଁ ଲୋକଙ୍କ ଭିତରେ ଏକ ଅଦ୍ଭୁତ ଛାନିଆ। ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି କଟକ, ପୁରୀ, ରାଉରକେଲା, ବାଲେଶ୍ୱର ଏବଂ ବଲାଙ୍ଗୀର ପର୍ଯ୍ୟନ୍ତ ଏବେ ସବୁଠି…

ପେଟ୍ରୋଲ-ଡିଜେଲ ପରେ ଏବେ ମୋବାଇଲ୍ ରିଚାର୍ଜର ପାଳି: ଗ୍ରାହକଙ୍କ ଉପରେ ‘ଡବଲ୍ ଆଟାକ୍’

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ଉପରେ ପୁଣି ଏକ ମହଙ୍ଗା ମାଡ଼ ପଡ଼ିବାକୁ ଯାଉଛି। ଗୋଟିଏ ପଟେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇ ସାଧାରଣ ଖାଉଟିଙ୍କ ପକେଟ୍ ଢିଲା କରିଥିବା ବେଳେ, ଏବେ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି। ପେଟ୍ରୋଲ ଓ ଡିଜେଲର ଏହି ବର୍ଦ୍ଧିତ…

ରାୟଗଡ଼ା ହତ୍ୟାକାଣ୍ଡରେ ପୋଲିସକୁ ବଡ଼ ସଫଳତା: ବିହାରରୁ ଧରାପଡ଼ିଲେ ୩ ମୁଖ୍ୟ ଅଭିଯୁକ୍ତ, ଖୁଲାସା ହେବ ହତ୍ୟାର ରହସ୍ୟ

ରାୟଗଡ଼ା: ରାସ୍ତା ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼, ଆଉ ତା' ପରେ ଅପହରଣ କରି ବୀଭତ୍ସ ହତ୍ୟା। ରାୟଗଡ଼ା ସହରକୁ ଦୋହଲାଇ ଦେଇଥିବା ବହୁ ଚର୍ଚ୍ଚିତ ୧୯ ବର୍ଷୀୟ ନିଖିଳ ହଡିପା ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଘଟଣା ଘଟାଇବା ପରେ ରାଜ୍ୟ ବାହାରକୁ ଫେରାର୍…

ବରଗଡ଼ରେ ଚର୍ଚ୍ଚିତ ଯୌନ ଉତ୍ପୀଡ଼ନ ମାମଲା: ସସପେଣ୍ଡ ହେଲେ ଡିଇଓ ଓ ବିଇଓ

ବରଗଡ଼: ବରଗଡ଼ ଶିକ୍ଷା ବିଭାଗକୁ ଦୋହଲାଇ ଦେଇଥିବା ଚର୍ଚ୍ଚିତ ଯୌନ ଉତ୍ପୀଡ଼ନ ମାମଲାରେ ଶେଷରେ ବଡ଼ ପଦକ୍ଷେପ ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଜ୍ୟୋତିକାନ୍ତ ସାହୁ ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସୁରେନ୍ଦ୍ର ସାହୁଙ୍କୁ…

ସିବିଆଇ ଜାଲରେ ‘ନିଟ୍’ ପେପର୍ ଲିକ୍ ମାଷ୍ଟରମାଇଣ୍ଡ୍ କୁଲକର୍ଣ୍ଣି, ସାମ୍ନାକୁ ଆସିଲା କୋଟି କୋଟି ଟଙ୍କାର…

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଇଥିବା ସବୁଠାରୁ ବଡ଼ ଷଡ଼ଯନ୍ତ୍ର ଉପରୁ ଶେଷରେ ପରଦା ହଟିଛି। ବହୁ ଚର୍ଚ୍ଚିତ ନିଟ୍ ୟୁଜି-୨୦୨୬ (NEET UG 2026) ପ୍ରଶ୍ନପତ୍ର ଲିକ୍ ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ହାତରେ ଲାଗିଛି ଏକ ବଡ଼…

ଆରଜି କର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୩ ବରିଷ୍ଠ ଆଇପିଏସ୍ ଅଫିସର, ଜାଣନ୍ତୁ କ’ଣ ରହିଛି…

କୋଲକାତା: କୋଲକାତାର ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏବେ ପୋଲିସ ବିଭାଗ ଉପରେ କଡ଼ା ପ୍ରହାର ହୋଇଛି। ଘଟଣାର ତଦନ୍ତରେ ଅବହେଳା ଏବଂ ପ୍ରମାଣ ନଷ୍ଟ କରିବାର ସଙ୍ଗିନ ଆଶଙ୍କାକୁ ନେଇ ବିଜେପି ସରକାର ଶେଷରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି।…

ବଡ଼ ଚେତାବନୀ: ବନ୍ଦ ହେବ କି ବସ୍ ଓ ଟ୍ରକ୍ ଚଳାଚଳ? ସମାଧାନ ପାଇଁ ୪୮ ଘଣ୍ଟା ମାଗିଲା ପରିବହନ କର୍ତ୍ତୃପକ୍ଷ

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ଓ ଡିଜେଲକୁ ନେଇ ଦେଖାଦେଇଥିବା ଚିନ୍ତା ଏବେ ସାଧାରଣ ଗ୍ରାହକଙ୍କ ସମସ୍ୟାରେ ସୀମିତ ରହିନାହିଁ। ଏହାର ପ୍ରଭାବ ସିଧାସଳଖ ପରିବହନ ବ୍ୟବସ୍ଥା ଉପରେ ପଡ଼ିବା ଆରମ୍ଭ କରିଛି। ଅନେକ ଜିଲ୍ଲାରେ ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍। କେଉଁଠି ତେଲ ନାହିଁ। କେଉଁଠି…

ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍, ତେଲ ସରୁଛି ନା ଧୈର୍ଯ୍ୟ? ଆଇଓସିଏଲ ରଖିଲା ସ୍ପଷ୍ଟୀକରଣ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲକୁ ନେଇ ସମସ୍ୟା ଦେଖାଦେଇଛି। କେଉଁଠି ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍‌। କେଉଁଠି ଆବଶ୍ୟକ ପରିମାଣର ତେଲ ମିଳୁନଥିବା ଅଭିଯୋଗ। ଗ୍ରାମାଞ୍ଚଳର କେତେକ ଟାଙ୍କିରେ ତେଲ ଶେଷ ହୋଇଯାଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।…

ତେଲ ଭଣ୍ଡାର ଓ ଏଲପିଜି ଯୋଗାଣ ନେଇ ଭାରତ-ୟୁଏଇ ମଧ୍ୟରେ ନୂଆ ବୁଝାମଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ ଅଳ୍ପ ସମୟ ପାଇଁ ଥିଲା। କିନ୍ତୁ ତାହାର ଫଳ ଭାରତ ପାଇଁ ବଡ଼ ମନାଯାଉଛି। ଆବୁଧାବିରେ ମୋଦିଙ୍କ ପ୍ରାୟ ୨.୫ ଘଣ୍ଟିଆ ଗସ୍ତ ମଧ୍ୟରେ ଭାରତ ଓ ୟୁଏଇ ମଧ୍ୟରେ ପ୍ରତିରକ୍ଷା, ଏନର୍ଜି,…

ସବୁଠୁ ଉତ୍ତପ୍ତ ସହର ପାଲଟିଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: ଆକାଶରୁ ଖରା ନୁହେଁ, ଯେମିତି ନିଆଁ ବର୍ଷୁଛି। ଗ୍ରୀଷ୍ମର ପ୍ରକୋପରେ ଏବେ ରାଜ୍ୟବାସୀ ତ୍ରାହି ତ୍ରାହି ଡାକିଲେଣି। ବିଶେଷ କରି ରାଜଧାନୀ ଭୁବନେଶ୍ୱରର ସ୍ଥିତି ସବୁଠାରୁ ସଙ୍ଗିନ ହୋଇପଡ଼ିଛି। ପାଣିପାଗ ବିଭାଗର ତାଜା ରିପୋର୍ଟ ଅନୁଯାୟୀ, ଦିନର ତାପମାତ୍ରାରେ ଅନ୍ୟ ସମସ୍ତ…