Latest Odisha News

BREAKING NEWS

ସ୍ଥିତି ଏମିତି ରହିଲେ ପେଟ୍ରୋଲ ୧୭, ଡିଜେଲରେ ୭୭ ଟଙ୍କା ବୃଦ୍ଧି ଆଶଙ୍କା କଲେ ସଞ୍ଜୟ ଲାଠ

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ ଦେଖାଦେଇଥିବା ପେଟ୍ରୋଲ ଓ ଡିଜେଲ ସଙ୍କଟ ଭିତରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ। ତାଙ୍କ କହିବା…

ଦେଶରେ ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ କାହିଁକି ବଢ଼ିଲା ତୈଳ ଦର?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ପୁଣି ନିଆଁ ଲାଗିଛି। ଆଉ ଏହାର ସିଧାସଳଖ ପ୍ରଭାବ ଏବେ ଦେଶର ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ପଡ଼ିବା ଆରମ୍ଭ ହୋଇଛି। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଓ ଭୂ-ରାଜନୈତିକ ଉତ୍ତେଜନା କାରଣରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର…

ଆକାଶରେ ଘଟିବ ବିରଳ ମହାଜାଗତିକ ଘଟଣା: ମେ ୩୧ରେ ଦେଖାଦେବ ‘ବ୍ଲୁ ମୁନ୍

ମହାକାଶ ବିଜ୍ଞାନ ଘଟଣାବଳୀକୁ ଟିକିନିଖି ନଜର ରଖୁଥିବା ଲୋକଙ୍କ ପାଇଁ ଆସୁଛି ଏକ ବଡ଼ ଖବର। ଆସନ୍ତା ମେ ୩୧ ତାରିଖରେ ଆକାଶରେ ଏକ ଅଦ୍ଭୁତ ତଥା ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ରାତି ଆକାଶରେ ଉଦୟ ହେବ ‘ବ୍ଲୁ ମୁନ୍’ (Blue Moon)। ସବୁଠାରୁ ବଡ଼ କଥା ହେଉଛି, ଚଳିତ ବର୍ଷ ଠିକ୍ ଏହି…

ମେ ୨୬ରେ କେରଳ ଛୁଇଁବ ମୌସୁମୀ! ତାତିରୁ ମିଳିବ ତ୍ରାହି, ଜାଣନ୍ତୁ କ’ଣ କହୁଛି ଆଇଏମ୍‌ଡି ରିପୋର୍ଟ

ନୂଆଦିଲ୍ଲୀ: ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଥିବା ଦେଶବାସୀଙ୍କ ପାଇଁ ଆସିଛି ଏକ ବଡ଼ ତଥା ଆଶ୍ୱସ୍ତିକର ଖବର। ଚଳିତ ବର୍ଷ ଦେଶରେ ମୌସୁମୀ ଆଗୁଆ ପହଞ୍ଚିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗର ତାଜା ଆକଳନ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ମେ ୨୬ ତାରିଖ ସୁଦ୍ଧା କେରଳ…

ଦେଶରେ ତେଲ ପାଇଁ ଲମ୍ବା ଲାଇନ୍ : ସମାଧାନ ପାଇଁ ୟୁଏଇରେ ମୋଦି!

ନୂଆଦିଲ୍ଲୀ: ବିଶ୍ୱ ଆଜି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ପଶ୍ଚିମ ଏସିଆ ବା ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଏବଂ ଲଗାତାର ଭୂ-ରାଜନୈତିକ ଉତ୍ତେଜନା ସମଗ୍ର ବିଶ୍ୱର ତୈଳ ବଜାରକୁ ଦୋହଲାଇ ଦେଇଛି। ସ୍ଥିତି ଏପରି ହୋଇଛି ଯେ, ୟୁରୋପ ସମେତ ଅନେକ ଦେଶରେ ଏବେଠାରୁ ଇନ୍ଧନ ସଙ୍କଟ…

​ତେଲ ବଞ୍ଚାଇବାକୁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସରେ ସପ୍ତାହକୁ ୨ ଦିନ ‘ୱର୍କ ଫ୍ରମ୍ ହୋମ୍’

ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଆଗାମୀ ଇନ୍ଧନ ସଙ୍କଟକୁ ଆଖିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ଏକ ନୂତନ କାର୍ଯ୍ୟଶୈଳୀ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଇନ୍ଧନ ସଞ୍ଚୟ' ଆହ୍ୱାନକୁ ରକ୍ଷା କରି ଦିଲ୍ଲୀ ସରକାର ସରକାରୀ…

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ! ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବଡ଼ କାର୍ଯ୍ୟକ୍ରମର…

ଭୁବନେଶ୍ୱର: ଯଦିଓ ଦେଶରେ ତେଲ ସଙ୍କଟ ପାଇଁ ବିଭିନ୍ନ ଜନ ସମାବେଶକୁ ସରକାର ବାତିଲ କରିଛନ୍ତି। ଏହାରି ଭିତରେ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ନିଜ ଶାସନ କାଳର ଦୁଇ ବର୍ଷ ସଫଳତାର ସହ ପୂରଣ କରିବାକୁ ଯାଉଛନ୍ତି। ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ…

ତେଲ ସଙ୍କଟ: ପେଟ୍ରୋଲ ଓ ଡିଜେଲ ବ୍ୟବହାର ଉପରେ କଟକଣା ଲଗାଇପାରନ୍ତି ସରକାର

​ଭୁବନେଶ୍ୱର: ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ତୈଳ ସଙ୍କଟର ପ୍ରଭାବ ଏବେ ଓଡ଼ିଶାରେ ଗୁରୁତର ଭାବେ ଦେଖାଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକ ଶୂନ୍ୟ ହୋଇପଡ଼ୁଥିବା ବେଳେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ସ୍ଥିତିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ…

ଓକିଲ ବେଶରେ ମମତା ବାନାର୍ଜୀ: ନିଜ ପକ୍ଷ ରଖିବାକୁ କଲିକତା ହାଇକୋର୍ଟରେ ପହଞ୍ଚିଲେ ଦିଦି

​କୋଲକାତା: କଲିକତା ହାଇକୋର୍ଟରେ ଆଜି ଏକ ଅଭାବନୀୟ ତଥା ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଓକିଲଙ୍କ ପୋଷାକ (Lawyer's Robe) ପିନ୍ଧି ହାଇକୋର୍ଟରେ ହାଜର ହୋଇଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସା (Post-poll violence)…

ଲୁକଆଉଟ୍ ନୋଟିସ୍ ପରେ ବନ୍ଧା ହେଲେ ପୂର୍ବତନ ଡିସିପି

​କୋଲକାତା: ପଶ୍ଚିମବଙ୍ଗର ଜଣେ ବରିଷ୍ଠ ପୂର୍ବତନ ପୋଲିସ ଅଧିକାରୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। କୋଲକାତା ପୋଲିସର ପୂର୍ବତନ ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ପୂର୍ବରୁ 'ଲୁକଆଉଟ୍ ନୋଟିସ୍' ଜାରି କରାଯାଇଥିଲା, ଯାହା ପରେ…