Latest Odisha News

BREAKING NEWS

ଆମେରିକା-ଇରାନ ବିବାଦ: ହରମୁଜ୍ ପ୍ରଣାଳୀ ଉପରେ କାହାର ନିୟନ୍ତ୍ରଣ? ନୂଆ ତଥ୍ୟ କଲା ଖୁଲାସା

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଏବେ ହରମୁଜ୍ ପ୍ରଣାଳୀ ଉପରେ କାହାର ନିୟନ୍ତ୍ରଣ ରହିବ, ତାହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଉଭୟ ଦେଶ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଉପରେ ନିଜର ଦବଦବା ଦାବି କରୁଥିବା ବେଳେ ସାମୁଦ୍ରିକ ଗମନାଗମନର ସଦ୍ୟତମ ତଥ୍ୟ ଏକ…

ଆମେରିକା-ଇରାନ ଯୁଦ୍ଧ ଆଶଙ୍କା: କ୍ରମାଗତ ଚତୁର୍ଥ ଦିନ ପାଇଁ ବଢ଼ିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ/ୱାଶିଂଟନ୍: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ରାଜନୈତିକ ଉତ୍ତେଜନା ବିଶ୍ୱ ଅର୍ଥନୀତି ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଏହାର ସିଧାସଳଖ ପ୍ରଭାବ ବିଶ୍ୱ ତୈଳ ବଜାର ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ଫଳସ୍ୱରୂପ, କ୍ରମାଗତ ଚତୁର୍ଥ ଦିନ ପାଇଁ…

ଜେନ-ଜି ରାସ୍ତା ଆପଣାଇଲେ କ’ଣ ହେବ? ଜାତିଭିତ୍ତିକ ଜନଗଣନାକୁ ନେଇ ମୋଦୀ ସରକାରଙ୍କୁ ରାହୁଲଙ୍କ ଚେତାବନୀ

ନୂଆଦିଲ୍ଲୀ: ଦେଶରେ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହେବାରେ ଲାଗିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ନିକଟରେ ଛାତ୍ର ସମସ୍ୟାକୁ ନେଇ ଦେଶରେ…

ଶିଳ୍ପ ବର୍ଜ୍ୟବସ୍ତୁରୁ ବାହାରିବ ମୂଲ୍ୟବାନ ଧାତୁ: ନାଲକୋର ନୂଆ ପଦକ୍ଷେପ, ଭୁବନେଶ୍ୱରରେ ପାଇଲଟ୍ ପ୍ଲାଣ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର: ଶିଳ୍ପ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ଧାତୁ ଓ ଉପାଦାନ ବାହାର କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ‘ନାଲକୋ’। ଆଜି ଭୁବନେଶ୍ୱରସ୍ଥିତ ନାଲକୋ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା…

ଭଦ୍ରକରେ ବନ୍ୟା ପରିସ୍ଥିତି ଗମ୍ଭୀର: ବୁଧବାର ୩ଟି ବ୍ଲକ୍‌ର ୨୯୭ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନର ନିର୍ଦ୍ଦେଶ

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ବନ୍ୟା ବିପନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବୁଧବାର ଜିଲ୍ଲାର ସର୍ବାଧିକ ପ୍ରଭାବିତ ତିନୋଟି ବ୍ଲକ୍…

ଏକତରଫା ପ୍ରେମର ଭୟଙ୍କର ପରିଣାମ: ବାଲେଶ୍ୱରରେ ଶିକ୍ଷୟିତ୍ରୀ ଓ ତାଙ୍କ ପରିବାରର ୪ ସଦସ୍ୟଙ୍କୁ ଛୁରୀ ଭୁସିଲା ଯୁବକ

ବାଲେଶ୍ୱର: ଏକତରଫା ପ୍ରେମର ଏକ ଭୟଙ୍କର ତଥା ରକ୍ତରଞ୍ଜିତ ପରିଣାମ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ପ୍ରେମ ନିବେଦନରେ ବିଫଳ ହୋଇ ଜଣେ ଉନ୍ମତ୍ତ ଯୁବକ ଜଣେ ଯୁବ ଶିକ୍ଷୟିତ୍ରୀଙ୍କ ସମେତ ତାଙ୍କ ପରିବାରର ମୋଟ ୫ ଜଣ ସଦସ୍ୟଙ୍କ ଉପରେ ଏକ ଧାରୁଆ ଛୁରୀରେ ଆତଙ୍କବାଦୀ ଭଳି ଆକ୍ରମଣ କରିଛି…

ଓଡ଼ିଶା ମାନବାଧିକାର କମିଶନର ନୂଆ ସଦସ୍ୟ ଭାବେ ନିଯୁକ୍ତି ପାଇଲେ କେନ୍ଦୁଝରର ଆଇନଜୀବୀ ବିରଜା ଶଙ୍କର ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଓଡ଼ିଶା ମାନବାଧିକାର କମିଶନକୁ ମିଳିଛନ୍ତି ଆଉ ଜଣେ ନୂଆ ସଦସ୍ୟ। ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲାର ଜଣାଶୁଣା ତଥା ବରିଷ୍ଠ ଆଇନଜୀବୀ ବିରଜା ଶଙ୍କର ମିଶ୍ରଙ୍କୁ କମିଶନର ନୂତନ ସଦସ୍ୟ ଭାବେ ନିଯୁକ୍ତି…

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଆପ୍ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ…

ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମଙ୍ଗଳବାର ଦିନ ଦିଲ୍ଲୀ ସରକାରଙ୍କ ଆଣ୍ଟି-କରପ୍ସନ ବ୍ରାଞ୍ଚ (ଏସିବି) ଗିରଫ କରିଛି । ସତ୍ୟେନ୍ଦ୍ର ଜୈନଙ୍କ ବ୍ୟତୀତ ଏହି ବହୁଚର୍ଚ୍ଚିତ ଦୁର୍ନୀତି…

ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସଫେଇ, ସରକାର ସତ ଲୁଚାଉଛନ୍ତି କହି ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ଦେଶରେ ଶିକ୍ଷା ବ୍ୟବସ୍ଥା, ବେକାରୀ ଏବଂ ପରୀକ୍ଷା ଅନିୟମିତତାକୁ ନେଇ ଛାତ୍ର ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ନିକଟରେ ଦିଲ୍ଲୀ ଜନ୍ତର ମନ୍ତରରେ ନିଜର ନ୍ୟାଯ୍ୟ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ସରକାର ଏବଂ…

ରାଜ୍ୟରେ ନକଲି ପନିର ଆତଙ୍କ: ବଜାରରେ ଖୁଲମଖୁଲା ବିକ୍ରି ହେଉଛି ଡିଟରଜେଣ୍ଟ ଓ ୟୁରିଆ ମିଶା ବିଷାକ୍ତ ପନିର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସହରରେ ଏବେ ନକଲି ବା ସିନ୍ଥେଟିକ୍ ପନିରର ବେଆଇନ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କ ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜଧାନୀ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ସମେତ ରାଜ୍ୟର…