Latest Odisha News

BREAKING NEWS

ପ୍ରସନ୍ନଙ୍କ ବାସଭବନରେ ଭୂପିନ୍ଦର: ଦୁଇ ବରିଷ୍ଠ ନେତାଙ୍କ ‘ଗୁପ୍ତ ଭେଟଘାଟ’କୁ ନେଇ ଶଙ୍ଖ ଶିବିରରେ କମ୍ପନ

ଭୁବନେଶ୍ୱର: ଓଡ଼ିଶା ରାଜନୀତି ବିଶେଷ କରି ବିଜୁ ଜନତା ଦଳ (ବିଜେଡି) ଭିତରେ ଏବେ ଏକ ବଡ଼ଧରଣର ଅସନ୍ତୋଷର ନିଆଁ କୁହୁଳୁଥିବା ସ୍ପଷ୍ଟ ହୋଇଛି। ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତିକେୟନ (ସୁଜାତା ରାଉତ) ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେବା ଦିନ ଯେଉଁ ବରିଷ୍ଠ ନେତାମାନେ…

ତାମିଲନାଡୁ ଗ୍ୟାସ ଲିକ୍‌ ଦୁର୍ଘଟଣା: ଓଡ଼ିଶା ଫେରିଲେ ୬୨ ଆତଙ୍କିତ ଶ୍ରମିକ, ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷର ସହାୟତା

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଘଟିଥିବା ଭୟାବହ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଓଡ଼ିଆ ଶ୍ରମିକମାନେ ଶେଷରେ ସୁରକ୍ଷିତ ଭାବେ ନିଜ ମାଟିକୁ ଫେରିଛନ୍ତି। ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ ଶ୍ରମ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର…

ପୀତାମ୍ବର ପଣ୍ଡା ହତ୍ୟା ମାମଲା: କୋର୍ଟରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ବହୁଚର୍ଚ୍ଚିତ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଗୁରୁବାର ଦିନ ବ୍ରହ୍ମପୁର ପୋଲିସ ଏହି ମର୍ଡର କେସ୍‌ର ଚୂଡ଼ାନ୍ତ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି। ଏହା ସହିତ ଦୀର୍ଘ ମାସ ଧରି ଚାଲିଥିବା ଏହି…

ନବୀନଙ୍କ ନିର୍ବାଚନ ଲଢ଼ିବା ଘୋଷଣା ଉପରେ ବିଶେଶ୍ୱରଙ୍କ କଟାକ୍ଷ: “ଲୋକ ଆଉ ଗ୍ରହଣ କରିବେ ତ?”

ଭୁବନେଶ୍ବର: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଦିନରେ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଏବେ ଶାସକ ଦଳର ନେତାଙ୍କ ତେରେଛା ବାଣ ଦେଖିବାକୁ ମିଳିଛି। ପୂର୍ବତନ…

୮ ବର୍ଷ ପୁରୁଣା ସେହି ଗୋଟିଏ ‘ଭୁଲ୍‌’; ହାଇକୋର୍ଟରେ ପହଞ୍ଚିବା ପରେ ବଦଳିଗଲା ରାହୁଲ ଗାନ୍ଧୀଙ୍କ…

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ପୁରୁଣା ମାନହାନି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଲିଖିତ ଭାବେ ନିଜର ‘ଅନୁତାପ ଓ ଦୁଃଖ’ ପ୍ରକାଶ କରିଛନ୍ତି। ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଏଲ୍ ନିନୋର କରାଳ ଛାୟା: ଓଡ଼ିଶାର ଏହି ୮ଟି ଜିଲ୍ଲା ଉପରେ ସରକାରଙ୍କ ସ୍ୱତନ୍ତ୍ର ନଜର, ବଦଳିଯିବ ଚାଷର ପୁରୁଣା ତରିକା!

ଭୁବନେଶ୍ୱର: ଆଷାଢ଼ ମାସ ଚାଲିଥିଲେ ମଧ୍ୟ ଆକାଶରେ ମେଘ ଓ ବର୍ଷାର ସେହି ପୁରୁଣା ରୂପ ଦେଖିବାକୁ ମିଳୁନାହିଁ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକଠାରୁ ବହୁତ କମ୍ ରହିବ। ଏଲ୍ ନିନୋ ପ୍ରଭାବ ଯୋଗୁଁ ରାଜ୍ୟରେ ଜଳ ସଙ୍କଟ…

ଓଡ଼ିଶା ଉପକୂଳରେ ଭାରତର ସବୁଠାରୁ ବଡ଼ ପ୍ରକଳ୍ପ! ୨୪,୭୦୦ କୋଟିର ମେଗା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ, ବଦଳିଯିବ ଓଡ଼ିଶାର…

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ ଏବଂ ସାମୁଦ୍ରିକ ବାଣିଜ୍ୟର ପେଣ୍ଠସ୍ଥଳୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଇତିହାସର ସବୁଠାରୁ ବଡ଼ ଉପକୂଳ ରୂପାନ୍ତରଣ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଭଦ୍ରକ ଜିଲ୍ଲାର ଧାମରାଠାରେ ପ୍ରାୟ ୨୪,୭୦୦ କୋଟି ଟଙ୍କା ବ୍ୟୟରେ ଭାରତର ପ୍ରଥମ ତଥା ସବୁଠାରୁ…

ପୁରୀ ରଥଯାତ୍ରା ପୂର୍ବରୁ ରେଳବାଇର ବଡ଼ ନିଷ୍ପତ୍ତି; ସ୍ୱତନ୍ତ୍ର ନିର୍ମାଣ କାର୍ଯ୍ୟ ପାଇଁ ଘୋଷିତ ହେଲା ବ୍ଲକ-ଆଉଟ୍!

ଭୁବନେଶ୍ୱର: ଯଦି ଆପଣ ଆଗାମୀ କିଛି ଦିନ ମଧ୍ୟରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଚାଲିଥିବା ଏକ ବଡ଼ ଧରଣର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଯୋଗୁଁ ଓଡ଼ିଶା ଦେଇ ଯାତାୟାତ କରୁଥିବା ଅନେକ…

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାଷ୍ଟରପ୍ଲାନ; ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ବଦଳାଇବାକୁ ପ୍ରସ୍ତୁତ ହେଲା…

ଭୁବନେଶ୍ୱର: ଓଡ଼ିଶାର ଅର୍ଥନୈତିକ ବିକାଶ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବୁଧବାର ସ୍ଥାନୀୟ ମିଶନ ଶକ୍ତି ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ‘ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ’ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା…