Latest Odisha News

BREAKING NEWS

ଭାରତରେ କରୋନା ସ୍ଥିତି ଚିନ୍ତାଜନକ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ନଜର ଆସୁଛି। ଏପରିକି କ୍ରମାଗତ ଭାବେ ଦେଶରେ ତିନି ଲକ୍ଷରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହେଉଛନ୍ତି। ପରିସ୍ଥିତି ଏତେ ଖରାପ ହେଉଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଗଣମାଧ୍ୟମକୁ ସୂଚନା ଦେଇ…

ସାଇବର ଠକେଇ ନେଇ ହେଲ୍ପଲାଇନ ନଂ ଜାରି କଲେ ଡିସିପି

କଟକ: ସାଇବର ଠକେଇର ଶିକାର ହୋଇଥିବା ଲୋକମାନଙ୍କ ପାଇଁ ହେଲ୍ପଲାଇନ ନଂ ଜାରି କରିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଫଳରେ ସେମାନେ ଏହି ନଂ ଯୋଗେ ନିଜ ଅଭିଯୋଗ ଦାଖଲ କରିପାରିବେ। ନଂ ହେଉଛି ପିଟି ଗଣେଶ- ୮୮୯୫୮୧୨୩୦୪ ଏବଂ ଅନିଲ ଦାଶ- ୭୩୨୮୦୭୭୧୪୪। ଏନେଇ ଡିସିପି କହିଛନ୍ତି ଯେ ଯଦି…

ଆଜି ପବିତ୍ର ଅକ୍ଷୟ ତୃତୀୟା; ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରେ ଓଡ଼ିଆ ଚାଷୀମାନେ ଅଖିମୁଠି ଅନୁକୂଳ କରିବା ସହିତ ଚାଷକାର୍ଯ୍ୟ ଆରମ୍ଭ କରିଥାଆନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। "ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ…

‘କରୋନାର ବି ବଞ୍ଚିବାର ଅଧିକାର ଅଛି’: ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ

ଡେରାଡୁନ୍: କରୋନାଭାଇରସ୍ ଏକ ଜୀବ, ଯାହାର ବଞ୍ଚିବାର ଅଧିକାର ରହିଛି ବୋଲି ଗୁରୁବାର କହିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ। ଏନେଇ ସେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି ଯେ କରୋନାଭାଇରସ୍ ଏକ ଜୀବ। ତାହାର ଅନ୍ୟମାନଙ୍କ ପରି ବଞ୍ଚିବାର ଅଧିକାର…

କଟକରେ ଆଜି ହେବନି ଟୀକାକରଣ

କଟକ: ଇଦ୍-ଉଲ୍-ଫିତର ଛୁଟିଦିନକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ କଟକ ସହରରେ ଟୀକାକରଣ କରାଯାଉ ନାହିଁ। ଏନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) କମିଶନର ଅନନ୍ୟା ଦାସ ଟ୍ବିଟ କରି ସୂଚନା ଦେଇଛନ୍ତି। ଏହା କେବଳ କଟକ ସହରରେ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,…

ଭାରତରେ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୪ ହଜାର ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୨,୪୦,୪୬,୮୦୯କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ରାଉରକେଲାରେ ୧୮+ ବର୍ଗଙ୍କୁ ଟିକାକରଣ, ଦ୍ୱିତୀୟ ଦିନରେ ନେଲେ ୩୨୬୩ ଜଣ

ରାଉରକେଲା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବର୍ଗଙ୍କୁ କୋଭିଡ୍ ଟିକା ଦିଆଯାଉଛି। ଗୁରୁବାର ଦିନ ମୋଟ ୩୨୬୩ ଜଣ ଟିକା ନେଇଛନ୍ତି। ସୂଚନା ଅନୁଯାୟୀ, ଟିକାକରଣ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର କରାଯାଇଛି। ଯେଉଁମାନେ ଅନଲାଇନ ପଞ୍ଜୀକରଣ…

ଇଦ୍ ମୁବାରକ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ପାଳନ କରାଯାଉଛି ପବିତ୍ର ଇଦ୍ ଉଲ୍ ଫିତର୍। ଏହି ଅବସରରେ ମୁସଲମାନ ଭାଇ ଭଉଣୀମାନଙ୍କୁ ଟ୍ୱିଟ୍ କରି ଇଦ୍ ମୁବାରକ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହ ସେ ଟ୍ୱିଟରେ ଲେଖିଛନ୍ତି ଯେ, ଇଦ୍ ଜୀବନରେ ଖୁସି, ଉତ୍ତମ ସ୍ବାସ୍ଥ୍ୟ, ଭଲ ପାଇବା ଭରିଦେବା ସହ…

କୋଭିଡ଼ ମୁକାବିଲା ପାଇଁ ବଲାଙ୍ଗିରକୁ ୨ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: କୋଭିଡ଼ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୂଚନା ଅନୁଯାୟୀ, ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର ଲାଗି ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ କୋଭିଡ଼ର…

ଶ୍ରୀମନ୍ଦିର ସେବାୟତଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ମୋଟ ୨୪୬୩ ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି। କୋଭିଡର ପ୍ରଥମ ଲହରରେ ମଧ୍ୟ ସେବାୟତ ପରିବାରଙ୍କୁ ୪ଟି କିସ୍ତିରେ ୫…