Latest Odisha News

BREAKING NEWS

ଜାତୀୟ ନାଟ୍ୟ ମହୋତ୍ସବ: ‘କ୍ୟା କରେଗା କାଜି’ ମଞ୍ଚସ୍ଥ

ପାରାଦୀପ: ୨୧ତମ ଜାତୀୟ ନାଟ୍ୟ ମହୋତ୍ସବ ''କ୍ୟାନଫେଷ୍ଟ'' ଦର୍ଶକଙ୍କ ମନ ମୋହିଲା ନାଟକ ''କ୍ୟା କାରେଗା କାଜୀ'' ।ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ। ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, ବିଶ୍ଵାସ, ସ୍ନେହ, ପ୍ରଣୟ ହେଉଛି ପ୍ରେମର ଏକ…

ଇତିହାସରେ ନିର୍ବାଚନ ଓ ଏହାର ଫଳାଫଳର କିଛି ରୋଚକ କଥା

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ୧୯୫୨ ମସିହାରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ପରଠାରୁ ମୋଟ ୧୭ଟି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇ ୧୮ତମ ନିର୍ବାଚନ ଘୋଷଣା କରାଯାଇଛି। ଦେଶର ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ୧୯୫୧-୫୨ ମସିହାରେ…

କଟକ ଲୋକସଭା: ଦ୍ୱନ୍ଦ୍ୱରେ ବିଜେପି, ନୂଆ ପ୍ରାର୍ଥୀ ଦେଇପାରେ ବିଜେଡ଼ି

ଭୁବନେଶ୍ୱର: ବିଜେଡ଼ିରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଇସ୍ତଫା ପ୍ରଦାନ ପରେ କଟକ ସାଂସଦ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି। କେବଳ ବିଜେଡ଼ି ନୁହେଁ, ବିଜେପି ଓ କଂଗ୍ରେସ ମଧ୍ୟ ପ୍ରାର୍ଥିତ୍ୱକୁ ନେଇ ଅଙ୍କ କଷୁଥିବା ଆଲୋଚନା ହେଉଛି। ଏହି ଗୁରୁତ୍ତ୍ୱପୂର୍ଣ୍ଣ ଆସନ ପାଇଁ ତିନି ଦଳ ପାଇଁ…

ବିଜେପିର ୪ ସାଂସଦଙ୍କୁ ମିଳିଲାନି ଟିକେଟ

ଲୋକସଭା ଲଢ଼େଇ ପାଇଁ ବିଜେପି ଯୋଦ୍ଧା । ପ୍ରାର୍ଥୀ ଘୋଷଣା କଲା ବିଜେପି । ୧୮ ସିଟରେ ନାଁ ଘୋଷଣା ହୋଇଛି । କଟିଲା ୪ ସାଂସଦଙ୍କ ଟିକେଟ । ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ବରଗଡରୁ ସୁରେଶ ପୂଜାରୀ, ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ କଳାହାଣ୍ଡି ସାଂସଦ ବସନ୍ତ…

ରଙ୍ଗବେରଙ୍ଗ ଫଟା ନୋଟ ବଦଳାଇଲେ କେତେ ଟଙ୍କା ଫେରସ୍ତ ପାଇବେ, ଗାଇଡ଼ଲାଇନ ଜାରି କଲା ଆରବିଆଇ

ନୂଆଦିଲ୍ଲୀ: ହୋଲି ପାଇଁ ଦେଶ ବେଶ ଉତ୍ସବମୁଖର ରହିଛି। ବଜାରରେ ରଙ୍ଗୀନ ଗୁଲାଲ ଏବଂ ପିଚକାରିରେ ପରିପୂର୍ଣ୍ଣ ଏବଂ ସବୁ ସ୍ଥାନରେ ଲୋକମାନେ କିଣାକିଣିରେ ବ୍ୟସ୍ତ ରହିଛନ୍ତି। ଅନେକ ଥର ହୋଲି ଖେଳିବାବେଳେ ଲୋକମାନେ ନିଜ ପକେଟରେ ଥିବା ଟଙ୍କା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଏପରି…

ବାପା ମାଙ୍କୁ ହାଣିଲା ପୁଅ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ବସିରା ଗ୍ରାମରେ ଅଘଟଣ। ପୁଅର ଟାଙ୍ଗିଆ ଚୋଟରେ ଯାଇଛି ବାପା ଓ ମାଙ୍କର ଜୀବନ। ଘଟଣା ସ୍ଥଳରେ ବାପା ଗୁରୁଚରଣ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ସେହିପରି ଚିକିତ୍ସାଧିନ ଅବସ୍ଥାରେ ମା ପାଲ ମୁଣ୍ଡାର ମୃତ୍ୟୁ…

ବିଜେଡ଼ି ଅମଳରେ ରାଜ୍ୟରେ ଭୁଶୁଡ଼ିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା : ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କରୋନା ମହାମାରୀ ବିରୁଦ୍ଧ ଲଢେଇରେ ‘ସ୍ୱାସ୍ଥ୍ୟ ପରିଚାଳନାର’ ଭାରତବର୍ଷର ପରାକାଷ୍ଠାକୁ ବିଶ୍ୱ ଦରବାରରେ ପ୍ରମାଣିତ କରିଛନ୍ତି । ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ବିକଶିତ ଓ ପ୍ରଭାବଶାଳୀ ରାଷ୍ଟ୍ରଗୁଡିକ ମୋଦିଜୀଙ୍କୁ…

ସମ୍ବଲପୁରରେ ଡାଇରିଆ ଅଣାୟତ, ସିଡ଼ିଏମଓଙ୍କ ସହିତ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ହୀରାକୁଦରେ ଡାଇରିଆ ସଂକ୍ରମଣ ଘଟଣାରେ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ। ଆକ୍ରାନ୍ତଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସିଡିଏମଓଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୀରାକୁଦ ଅଞ୍ଚଳରେ ଡାଇରିଆ ଲାଗି ରହିଥିବା କାରଣରୁ…

୬୮ଟି ପର୍ଯ୍ୟାୟରେ ହୋଇଥିଲା ପ୍ରଥମ ନିର୍ବାଚନ, ଭୋଟର ପିଛା ୬୦ ପଇସା ଖର୍ଚ୍ଚ ହୋଇଥିଲା

ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରରେ ୨୫ ଅକ୍ଟୋବରର ତାରିଖଟି ବେଶ ମହତ୍ତ୍ୱ ରଖେ। ଏହି ଦିନ ୧୯୫୧ ମସିହାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯେତେବେଳେ ହିମାଚଳ ପ୍ରଦେଶର ଚିନିରେ ପ୍ରଥମ ଭୋଟ୍ ଦିଆଯାଇଥିଲା। ୨୫ ଅକ୍ଟୋବର ୧୯୫୧ ରୁ ୨୧ ଫେବୃଆରୀ ୧୯୫୨ ପର୍ଯ୍ୟନ୍ତ ପ୍ରାୟ ଚାରିମାସ ଧରି…

ଜଳସମ୍ପଦ କ୍ଷେତ୍ରରେ ୫ ବର୍ଷରେ ୧୦୨୧୭ କୋଟି ଖର୍ଚ୍ଚ କରାଯାଇଛି: ଡ. ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ଓଡିଶାର ଜଳସଂପଦ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସମଗ୍ର ଓଡିଶାବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମୋଦି ସଂକଳ୍ପବଦ୍ଧ। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଏଥି ପାଇଁ ହଜାର ହଜାର କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତା…