ରାସ୍ତାରେ ନମାଜ ପାଠକୁ ନେଇ ହଙ୍ଗମା, ନିଲମ୍ବିତ ହେଲେ ପୋଲିସ ଅଧିକାରୀ
ନୂଆଦିଲ୍ଲୀ: ଦିଲ୍ଲୀର ରାସ୍ତାରେ ନମାଜ ପାଠ କରିବା ନେଇ ଉତ୍ତେଜନା ଦେଖାଦେଇଥିଲା। ଶୁକ୍ରବାର ଅପରାହ୍ନରେ ଇନ୍ଦ୍ରଲୋକ ପୋଲିସ ଷ୍ଟେସନ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା ବ୍ୟକ୍ତିଙ୍କ ସହ ଜଣେ ପୋଲିସ୍ ଦୁର୍ବ୍ୟବହାର କରିଥିବାର ଖବର ସାମ୍ନାକୁ ଆସିଥିଲା। ଏହା ପରେ ଲୋକମାନେ ରାଗିଯାଇ…