ବ୍ରହ୍ମପୁରର ୩ଟି ହୋଟେଲ ସିଲ୍ ସହ ୧୨ଟି ପ୍ରତିଷ୍ଠାନରୁ ୯୨ହଜାର ଜରିମାନା ଆଦାୟ
ବ୍ରହ୍ମପୁର: ବ୍ରହ୍ମପୁରର ସହରର ଜଣାଶୁଣା ହୋଟେଲ୍ ଏବଂ ଅଳଙ୍କାର ଦୋକାନ ଉପରେ ବୁଧବାର ବଡ଼ ଧରଣର ଚଢ଼ଉ ହୋଇଛି। ଏଥିରୁ ୨ଟି ହୋଟେଲକୁ ସିଲ୍ କରିଦିଆଯିବା ସହିତ ମୋଟ ୧୨ଟି ବ୍ୟବସାୟିକ ପ୍ରତିଷ୍ଠାନରୁ ୯୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଖାଦ୍ୟରେ ରସାୟନିକ ରଙ୍ଗ ମିଶ୍ରଣ,…