Latest Odisha News

ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ ,୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ।

ଭୁବନେଶ୍ୱର : ବନ୍ୟାର ବିଭୀଷିକା ପରେ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ଆସିଛି  । ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ । ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗକୁ ପ୍ରଦାନ କରିଥିବା ରିପେର୍ଟ ଅନୁସାରେ  ରାଜ୍ୟର ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି  । ବନ୍ୟା ପ୍ରଭାବରେ…

ପୁଞ୍ଜପତି ବନ୍ଧୁଙ୍କୁ ସହଯୋଗ କରୁଛନ୍ତି ମୋଦୀ , ସିବିଆଇ ଏବଂ ଇଡି ତଦନ୍ତ ଦାବି କଲା ଆପ୍ ।

ଭୁବନେଶ୍ୱର : ଦିଲ୍ଲୀରେ ଅପରେସନ ଲୋଟସ୍ ଫେଲ ହେବା ପରେ ବିଜେପିକୁ ସିରିଏଲ୍ କିଲର କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ  ।ଏହାପରେ ଆଜି ପ୍ରେସ ମିଟ କରି ରାଜ୍ୟ ଆପ୍ ସଭାପତି ନିଶିକାନ୍ତ ମହାପାତ୍ର ବିଜେପି ସରକାର ଓ ମୋଦୀ ସରକାରଙ୍କ ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି  । ଆପ୍…

ନୂଆଖାଇରେ କାଳିଆ ଭେଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ମିଳିବ ନୂଆଖାଇ ଭେଟି  । ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣ ପର୍ବ ନୂଆଖାଇରେ ମିଳିବ କାଳିଆ ଟଙ୍କା । କାଳିଆ ଟଙ୍କା ବାବଦକୁ ରାଜ୍ୟ ସରକାର ୮୬୯ କୋଟି ଟଙ୍କା ପ୍ରଦାନ କରିବେ  । ଏହା ମାଧ୍ୟମରେ ୪୧ ଲକ୍ଷ ଚାଷୀ ଉପକୃତ ହେବେ  ।…

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ନେତୃତ୍ୱକୁ ପୁଣିଥରେ ମିଳିଛି ଜାତୀୟ ସ୍ତରର ସ୍ୱୀକୃତି । ନୂଆଦିଲ୍ଲୀର ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ…

ସେପ୍ଟେମ୍ୱର ୧ ଓଡିଶାରେ ସମସ୍ତ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ସବୁଠୁ ବଡ ଗଣ ପର୍ବ ନୂଆଖାଇ  । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରକିବାକୁ ନିଷ୍ପତି ନେଇଛନ୍ତି  । ସେପ୍ଟେମ୍ୱର ୧ରେ ପଡୁଛି ନୂଆଖାଇ  । ଏହି ଦିନ ରାଜ୍ୟରେ ସମସ୍ତ ବ୍ୟାଙ୍କ ଓ ବିତ୍ତୀୟ ସଂସ୍ଥା ବନ୍ଦ ରହିବ  । ଏ ନେଇ ରାଜ୍ୟ…

ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ ।

ଭୁବନେଶ୍ୱର : ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ । ବିପର୍ଯ୍ୟୟ ସମୟରେ ଏହି ଫୋର୍ସ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ  । ରାଜ୍ୟରେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ଟି ୟୁନିଟ୍  । ଏଥିପାଇଁ ସୃଷ୍ଟି ହେବ ୧୪୪ଟି ପଦବୀ  । ବର୍ତ୍ତମାନ ସମୟର…

ଜେଜେ ଓ ନାତିଙ୍କ ବହୁରୂପୀ ଏଣ୍ଡୁଅ ଚୋରାଚାଲାଣ

ଭୁବନେଶ୍ୱର: ବହୁରୂପୀ ଏଣ୍ଡୁଅର ରାକେଟ୍ ଚଳାଇଥିଲେ ଜେଜେ ଓ ନାତି । ଚୋରାଚାଲାଣ ବେଳେ ମାଡି ବସିଲା ବନ ବିଭାଗ। ଭୁବନେଶ୍ୱରରେ ଏହି  ରାକେଟ୍ ଠାବ ହୋଇଥିବା ବେଳେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଦୁଇ ଗିରଫ ଅଭିଯୁକ୍ତ ସମ୍ପର୍କରେ ଜେଜେ ଓ ନାତି ବୋଲି ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲା…

କାନାଡା ରାସ୍ତାର ନାମ ଏ ଆର ରହମାନ

ଭୁବନେଶ୍ୱର : ଏ ଆର ରହମାନଙ୍କୁ ସମ୍ମାନିତ କଲେ କାନାଡା ସରକାର । ସିଟି ଅଫ୍ ମାର୍ଖମ୍ କାନାଡା ପ୍ରଶାସନ ସଙ୍ଗୀତ ନିର୍ଦେଶକ ଏ ଆର ରହମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କାନାଡ଼ାର ଏକ ସଡ଼କକୁ ତାଙ୍କ ନାମରେ ନାମିତ କରିଛନ୍ତି । ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୩ରେ ମାର୍ଖମ(କାନାଡା)ର…

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଆପର ବିରୋଧ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିକ୍ଷା ନୀତିକୁ ନେଇ ନିଜର ମତ ପରେ ଏହାକୁ ବିରୋଧ କରିଛି  ଆମ ଆଦମୀ ପାର୍ଟି  । ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ନୀତିକୁ ନେଇ ନିଜର ମତ ରଖିଥିଲେ  । ଏଥିରେ…