Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ତାବଲିଗି ଜମାତିଙ୍କ ଅଭଦ୍ରାମୀ, ଇସ୍ତଫା ଦେଲେ ୧୦୦ ମହିଳା ସ୍ୱାସ୍ଥ୍ୟକର୍ମୀ !

ଭୁବନେଶ୍ୱର:୨୮ ଅପ୍ରେଲ୍‌, ୨୦୨୦ । ଖବର ଆସିଥଲା ରାଜସ୍ଥାନର ଝଲାୱାର୍ଡ ମେଡିକାଲ କଲେଜ ଓ ହସ୍ପିଟାଲରେ ଚାକିରୀ ଛାଡିଥିଲେ ୧୦୦ ନର୍ସ । ଏହା ପଛରେ କାରଣ ସାଜିଥିଲା ତାବଗିଲିଗି ଜମାତିଙ୍କ ଅଭଦ୍ରାମୀ । ଏହି ଖବରକୁ ଲୋକେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ କରିଥିଲେ । ହେଲେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କାହିଁକି ଅଟାରେ ଟଙ୍କା ଲୁଚେଇ ବାଣ୍ଟିଲେ ଆମିର ଖାନ୍ ?

ଭୁବନେଶ୍ୱର: ଚାରିଆଡେ ଚର୍ଚ୍ଚା । କରୋନା ମହାମାରୀ ସମୟରେ ଗରିବଙ୍କୁ ଅଟା ପ୍ୟାକେଟ୍‌ରେ ୧୫ହଜାର ଲେଖାଏଁ ଟଙ୍କା ବାଣ୍ଟିଲେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ । ତେବେ ଏ କଥା ଆମେ କହୁନୁ ବରଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ପୋଷ୍ଟଗୁଡିକ ଦାବି କରିଛି । ଦାବି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; ମୃତ୍ୟୁ ପୂର୍ବରୁ ଋଷି କପୁରଙ୍କ ଶେଷ ଭିଡିଓ, କେତେ ସତ ?

ଭୁବନେଶ୍ୱର: ଆଉ ନାହାଁନ୍ତି ବଲିଉଡର ବବି । ସିନେ ଜଗତରେ ଏକ ଅପୂରଣୀୟ ସ୍ଥାନ ଛାଡି ଋଷି କପୁର ଏବେ ସ୍ୱର୍ଗବାସୀ । ତେବେ ମୃତ୍ୟୁ ପୂର୍ବରୁ ସ୍ୱର୍ଗତ ଋଷିଙ୍କ ସହ ଜଣେ ଯୁବକଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସତ କି ମିଛ ଜାଣିବା ବଦଳରେ ଲୋକେ ଏହି ଭିଡିଓଟିକୁ ବହୁଳ ମାତ୍ରାରେ…

ବୁଲେଟ୍ ପ୍ରୁଫ, ଧିମା ଓ ଦାମୀ ମଦ; କିମ୍ ଜୋଙ୍ଗ୍ ଉନ୍‌ଙ୍କ ରହସ୍ୟମୟ ବିଳାସପୂର୍ଣ୍ଣ ଟ୍ରେନ୍ !

ଭୁବନେଶ୍ୱର: କିଛି ଦିନ ପୂର୍ବରୁ ୱନ୍‌ସାନ୍‌ରେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଟ୍ରେନ୍ ଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସାଉଣ୍ଟିଥିଲା । କିମ୍‌ଙ୍କ ଉଭାନ ହେବା ଘଟଣା ଯେତିକି ରହସ୍ୟମୟ, ତାଠୁ ଅଧିକ ଆଶ୍ଚର୍ଯ୍ୟଜନକ ତାଙ୍କ ବିଳାସମୟ ଟ୍ରେନର ପ୍ରଚ୍ଛଦପଟ୍ଟ କାହାଣୀ ।…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; ଶିଶୁ ଶୋଇଥିଲା ଛାତି ଉପରେ, ମା’ ଥିଲା ଆରପାରିରେ !

ଭୁବନେଶ୍ୱର: ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଏହି ଫଟୋ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ହାତରେ ଲାଗିଥିଲା । ଆରମ୍ଭ ହୋଇଥିଲା ଛାନ୍‌ଭିନ୍ । ସାମ୍ନାକୁ ଆସିଥିଲା ଏକ ସୁପରିକଳ୍ପିତ ମିଥ୍ୟା ଗୁଜବର ହୃଦୟ ବିଦାରକ ଘଟଣା । ଭାଇରାଲ୍ ହୋଇଥିବା ଏହି ଫଟୋରେ ଜଣେ ମହିଳା କାଚ କିମ୍ବା ପଲିଥିନ୍ ସଦୃଶ…

ମିଳିଲା ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ସମ୍ଭାବ୍ୟ ଠିକଣା !

ଭୁବନେଶ୍ୱର‌: ଏବେ ବି ଉତ୍ତର କୋରିଆ କିମ ଜୋଙ୍ଗ ଉନ୍‌ଙ୍କ ନାଁରେ ବିଦେଶୀ ନେତା ଓ ଘରୋଇ କର୍ମଚାରୀଙ୍କୁ ଚିଠି ତଥା ଉପହାର ପଠାଉଛି । ସାରା ଦେଶରେ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରହସ୍ୟ ଘନେଇବାରେ ଲାଗିଛି । ହେଲେ ମୁହଁ ବନ୍ଦ ରଖିଛି ଉତ୍ତର କୋରିଆ । ସତରେ କ'ଣ କୋମା କିମ୍ବା…

କରୋନା ମୁକାବିଲା ପାଇଁ ଓଡିଶାରେ ନିଲାମ୍ ହେବ ୨ ଲକ୍ଷ ପ୍ରାଚୀନ ମୁଦ୍ରା !

ଭୁବନେଶ୍ୱର: କରୋନା ଯୁଦ୍ଧରେ ସାମିଲ ହେଲେ ଓଡିଶାର ଜଣେ ପ୍ରଖ୍ୟାତ ମୁଦ୍ରା ବିଜ୍ଞାନବିତ୍ । ନିଜ କଲେକ୍ସନରେ ଥିବା ମୁଦ୍ରା ଗୁଡିକୁ ନିଲାମ୍ କରି ସେହି ଅର୍ଥକୁ ସେ କରୋନାଭାଇରସ୍ ବିରୋଧୀ ଲଢେଇରେ ବିନିଯୋଗ କରିବେ । ୮ ଲକ୍ଷ ମୁଦ୍ରାରୁ ସେ ୨ ଲକ୍ଷ ମୁଦ୍ରାକୁ ବିକ୍ରି କରିବାକୁ ନିଷ୍ପତ୍ତି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଇନ୍ଦିରାଙ୍କ ଅନ୍ତ୍ୟେଷ୍ଟିରେ ନମାଜ ପଢିଥିଲେ ରାହୁଲ ଓ ରାଜୀବ ଗାନ୍ଧୀ !

ଭୁବନେଶ୍ୱର: ସୋନିଆ ଗାନ୍ଧୀ ଓ ଅର୍ଣ୍ଣବ ଗୋସ୍ୱାମୀଙ୍କ ତିକ୍ତତା ଏବେ ସୋସିଆଲ୍ ମିଡିଆରେ ଖୋରାକ୍ ଯୋଗାଇଛି । ଏକ ପୁରୁଣା ଫଟୋ ଏବେ ଭାଇରାଲ୍ ହୋଇଛି । ଯେଉଁଥିରେ ରାହୁଲ ଓ ସ୍ୱର୍ଗତଃ ରାଜୀବ ଗାନ୍ଧୀ ହାତଯୋଡି ଏକ କଫିନ୍ ପାଖରେ ଛିଡା ହୋଇଛନ୍ତି । ଏହି ଫଟୋରେ ସୋନିଆ ଗାନ୍ଧୀ ଓ ପି.ଭି…

ବିଚିତ୍ର ପାକିସ୍ତାନ; ୬୦ ବର୍ଷର ପୁରୁଷ ଗର୍ଭବତୀ !

ପାକିସ୍ତାନ: କରୋନା ସଂକ୍ରମିତ ରୋଗୀଙ୍କ ପରୀକ୍ଷଣ ହେଉ ବା ନ ହେଉ ଗର୍ଭାବସ୍ଥା ପରୀକ୍ଷଣ କିନ୍ତୁ ପାକିସ୍ତାନରେ ସଠିକ୍ ଚାଲିଛି । ମହିଳା ନୁହେଁ ବରଂ ଜଣେ ୬୦ ବର୍ଷିୟ ପୁରୁଷଙ୍କୁ ଏକ ଲ୍ୟାବ୍ ଗର୍ଭବତୀ ଘୋଷଣା କରିଛି । ପାକିସ୍ତାନୀ ନ୍ୟୁଜ ସାଇଟ୍ 24newshd ଅନୁଯାୟୀ ସୋମବାର ଖାନେୱାଲ୍…

ଦିଲ୍ଲୀର କରୋନା ସଂକ୍ରମିତଙ୍କ ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଚାଲିଛି ଅହରହ ଉଦ୍ୟମ । ହେଲେ ଏତିକିବେଳେ କ୍ୱାରେନ୍‌ଣ୍ଟାଇନ୍ ଅବ୍ୟବସ୍ଥା ନେଇ ଏକ ଭିଡିଓ ଜରିଆରେ ଅଭିଯୋଗ ଆଣିଛନ୍ତି ଜଣେ କରୋନା ସଂକ୍ରମିତ ପୋଲିସ କର୍ମଚାରୀ । #WATCH A Delhi Police constable, who had tested positive for…