ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୫ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୫
ବିକାଶ, ପାଠ ପଢିବାକୁ ବସ, କେହି କହୁନଥିଲେ ଆଉ। ସ୍ବର , ଶବ୍ଦ ହଜିଯାଇଥିଲା ଆମଘରୁ । ଖେଳିବାକୁ ମନ ମୋ'ର ନଥିଲା। କାଦୁଅ ମେଞ୍ଚାଭଳି ଜୀବନଟା ପଡିରହିଥିଲା। ଦିଦି ସର୍ବସ୍ଵ ପୃଥିବୀରେ ଆଉ କାହାରି ପ୍ରବେଶ…