Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୫ ସବୁ ଚାଲିଛି ନିର୍ଦ୍ଦିଷ୍ଟ ଭାବରେ। ଯେମିତି ପୃଥିବୀ ଘୂରୁଛି, ଜହ୍ନ ହସୁଚି, ମେଘ ଝୁଲୁଚି, ସମୁଦ୍ର କଡଲେଉଟଉଚି ତାଳ ଆଉ ଛନ୍ଦରେ । ସୂର୍ଯ୍ୟ  ସ୍ଥିର , ସେମିତି ମନଟା ହୁଅନ୍ତାନି ! ସାଇକେଲ ନୂଆ ଆସିବା ଦିନ, ଖୁସିରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୪ ରଞ୍ଜୁ  ଏବେ ଏବେ  ଭାବି ନେଇଛି, ଆସୁଯେତେ ବାଧାବିଘ୍ନ  ଲକ୍ଷ୍ୟପଥରେ ଆଗେଇବ ନିଷ୍ଠାର ସହ ଆଗକୁ ଆଗକୁ,  ଢେର ଆଗକୁ।  ବାପା ନୀରବରେ ଚାଲିଗଲେ ହଠାତ୍ କାହାକୁ କିଛି  ନକହି, ଅକସ୍ମାତ୍  ସହରର ସବୁବତୀ ଲିଭିଯାଏ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୩୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୩ ଦାଦା ଭାଇଙ୍କର  କୋଣିକିଆ ହୋଇ ସୁନ୍ଦର  ବଙ୍ଗଳା ଭଳି ଘର। ବଡବଡ ଝରକା, ଖୋଲା ମେଲା। ପବନ, ଆଲୋକ ଆତଯାତ ହୁଅନ୍ତି ଠିକ୍ ଅନୁପାତରେ।  ପତଳା ଧଳାକନାରେ ହାଲୁକା ହଳଦିଆ ରଙ୍ଗର ବଡ ବଡ ଧାଡିଏ ଫୁଲ  ତଳ ପଟେ, ଆଉ ଉପରକୁ …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୨  ଅତୀତ ସହ ବର୍ତ୍ତମାନ ,  ଆଶା ସହ ଆଶଙ୍କା ଏକବାରେ  ଫେଣ୍ଟାଫେଣ୍ଟି ହୋଇ ନୂଆ ରଙ୍ଗରେ  ଉଭା। ଉଃ , କାହିଁକି  ଏମିତି  ହୁଏ  ଯେ ! ଧଇଁସଇଁ  ହୋଇ ଫେରୁଥିଲେ ସେପଟ ଗଳିରୁ ତିନିଜଣଯାକ। ସଫଳତା କି ବିଫଳତାକୁ ମୁଠେଇଥିଲେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୧ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୧ ଆଜି ସକାଳୁ ସକାଳୁ ଏତେ ଶବ୍ଦ, ଏତେ ଧାଁ ଧପଡ, ଏତେ ଗଣ୍ଡଗୋଳ କାହିଁକି ଯେ । ପୋଲିସ  ଆସିଥାଇ ପାରେ। ବେକ ଭାଙ୍ଗି ଝରକା ପଟୁ ଉହୁଁକି ଦେଖିଲା ପର୍ଦ୍ଦା ଆଡେଇ ଜବା। କିଛି ତ ଦିଶୁ ନଥିଲା ସେମିତି। କେବଳ ଶବ୍ଦ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୩୦ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୦ ଦିନ ଯାଇ ରାତି ଆସୁଥିଲା। ପାଠପଢା ବେଶ୍ ଚାଲୁଥିଲା। ମୁଁ  ଗଧ କିଛି ସେମିତି ଶିଖି ପାରୁନଥିଲି। ସକାଳେ  ପଖାଳତୋରାଣି  ସହ ବାସି ଆଳୁଚୋପ, ପିଆଜ,କଞ୍ଚାଲଙ୍କା  ଯୋଉଦିନ ମିଳୁଥିଲା, ସେଦିନ ଭୁରିଭୋଜନ ଭଳି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୯ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୯ କାହିଁ ମ ,କୁକୁର ନଥିଲେ  ଆଦୌ  । ଧୂଳିଧୂସରିଆ କନାଖଣ୍ଡେ ପଡିଥିଲା ଯାହା । ଏଇଟା ଦିଦିର ପିନ୍ଧା ଲୁଗା କେବେ ନୁହେଁ। ମନ ବୁଝୁନଥିଲା କି ମୁଁ  ବୁଝାଇ ପାରୁନଥିଲି,  କେଜାଣି। ଆଖି  ଓଦା ଓଦା। ଛାତି ଧକଧକ। ନିଃଶ୍ବାସ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୮ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୮  ଆମ ଗାଈଆଳ ପିଲା ଶୁକ୍ରା ଭାରି ଚଗଲା। ଗୋଠଧରି ଗଲାବେଳେ କାହା ବାଡିରୁ ପିଜୁଳି, କାକୁଡି  ଅଣ୍ଟିରେ ନେଇଥିବ କୋଉ ଖଞ୍ଜରେ ଯେ ବୁଝିହବନି।  ତା' ସହିତ କିଏ ପିଠା ଖଣ୍ଡେ, ମୁଢିମୁଠେ ଦେଲେ ଗାମୁଛା କୋଣରେ ବାନ୍ଧିବ। …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୭ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୭ ବିଦୁରନୀତି ଯାହା ମୂଳରୁ ଆମ ସହିତ ଅଛି  ତା'କୁ  ଭୁଲିଯାଉଚି ମଣିଷ, ଅଣଦେଖା କରୁଚି ଯୁଗ।ଖାଲଢିପରେ ସେ ରକ୍ଷାକବଚ। ସେଇ କଥାରେ ଅନୁଭୂତି ମିଶେଇ କୌଟିଲ୍ୟ କଲେ ଯେଉଁ ନୀତି ତାକୁହିଁ ଆମେ କଣ୍ଟାରେ ନ ଝୁଣ୍ଟିବା ପାଇଁ …

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୬ ଦନେ ଦେଖିଲାବେଳକୁ ବିକ୍ରମ ଭାଇ ଗାଁରେ ହାଜର। ସମସ୍ତେ ଟୁପୁର ଟାପୁର ହେଲେ। କାନରୁ କାନକୁ ଗଲା କଥା। ନିଜକୁ ମୁରବୀ ସଜେଇ ଦିନୁକକେଇ ଗଲେ ପଚାରିବାକୁ। ତାଙ୍କ ଖାତିର  ଟିକିଏ ଅଲଗା।ନ ପଚାରିଲେ କିଛି କହିବେନି। ସହଜେ…