ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଏହି ବିଷୟରେ ଚିନ୍ତା କରିବା ମାତ୍ରେ ଆଖି ଆଗରେ ଉଦ୍ଭାସିତ ହୁଏ କିଛି ନିଷ୍ଠାବlନ, ନିରଳସ ଚେହେରା ; ଯେଉଁମାନେ ମହାପ୍ରଭୁଙ୍କ ସେବାକୁ ନିଜ ଜୀବନରେ ବ୍ରତ ଭାବେ…