ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପଞ୍ଚ ଶକ୍ତି ମନ୍ଦିର ମଧ୍ୟରେ ଅବସ୍ଥାପିତ ମା ସରସ୍ବତୀଙ୍କ ଦର୍ଶନ ଜାରି ରହିଛି। ମା ସରସ୍ବତୀଙ୍କ ବିଶେଷ ପୂଜା ବସନ୍ତ ପଞ୍ଚମୀ ଅବା ଶ୍ରୀ…