ବୁଜୁଳା ବୋହିଲାଠୁ କାଟିଲା ଯାଏଁ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ପ୍ରାୟ ତିରିଶ ବର୍ଷ ତଳେ ଆମ ଗାଁକୁ ଆସିଥିଲେ ପ୍ରିୟନାଥ ବାବୁ। ସେତେବେଳେ ବୟସ ଏଇ ବାଇଶ କି ତେଇଶ ହେବ। ଭେଣ୍ଡିଆ ପିଲା। ନୂଆ କରି ଆମ ଗାଁ ପାଖରେ ତାଙ୍କୁ ଅସ୍ଥାୟୀ ଚାକିରି ଖଣ୍ଡେ ମିଳିଛି। ଆମ ଗାଁରୁ ପ୍ରିୟନାଥଙ୍କ ଗାଁ ପାଖାପାଖି…