Latest Odisha News

BREAKING NEWS

ଭରସା ତୁଟିଲା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଯଦୁପୁର ଗାଁରେ ମନ୍ଦିର କଥା ବୁଝୁଛନ୍ତି ବାନାମ୍ବର ବାବୁ। ଗାଁ ଜନ୍ତାଳଠୁ ଆରମ୍ଭ କରି କାହାର ପୁଅ ଝିଅ ବାହାଘର ହେଉ ବା ଓପାସ ବାରବ୍ରତ। ସବୁକଥାରେ ବାନାମ୍ବରଙ୍କୁ ଖୋଜନ୍ତି ଲୋକେ। ଗାଁ ମନ୍ଦିରରେ ଭୋଗ ଲଗାଇବାଠୁ ଆରମ୍ଭ କରି ବିଭିନ୍ନ…

ଆତ୍ମହତ୍ୟା ନାଟକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେତେବେଳେ ସ୍କୁଲ କଲେଜ ସବୁ ବନ୍ଦ। ବାର୍ଷିକ ପରୀକ୍ଷା ପରେ ଖରାଛୁଟିରେ ସମସ୍ତଙ୍କ ପାଖରେ ପ୍ରାୟ କୌଣସି କାମ ନାହିଁ। ଏହି ସମୟକୁ ଆମେ ଗାଁ ପିଲାମାନେ ଦୁଇଟା ଉପାୟରେ ବିନିଯୋଗ କରୁ। ଦିନବେଳେ ଘରେ ପେଟେ ପଖାଳ ଟାଙ୍କିଦେଇ ଗାଁ ପାହାଡ଼…

କନିଷ୍ଠ ପାଣ୍ଡବ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ 'ଗାଁ କଥା' ନିଶ୍ଚିତପୁର ଗାଁରୁ ପ୍ରଥମ ଗ୍ରାଜୁଏଟ୍, ତା ପୁଣି ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ସ୍ନାତକ ଭାବେ ଯେଉଁଦିନ କନିଷ୍ଠ ପାଣ୍ଡବର ନାଁ ଖବରକାଗଜରେ ପ୍ରକାଶ ପାଇଲା, ସେଦିନ ତାକୁ ଲାଗୁଥିଲା, ସେ ଜୀବନରେ ନିଶ୍ଚୟ କିଛି କରିବ। ତେବେ ଏ ଖବର ସେ…

ଏକଲବ୍ୟ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଘୁଷୁରି, କୁକୁଡ଼ା ଆଦି ଜୀବଙ୍କୁ ପାଳିଲେ ସେଥିରୁ ପରିବାର ଚଳେ। ଘୁଷୁରି ପାଳିବା ସେମାନଙ୍କ ପାଇଁ ଏକ ବାଧ୍ୟ ବାଧକ ପେସା ଏଇଥି ପାଇଁ ଯେ, ସେମାନଙ୍କ ପାଖରେ ବାପା ଜେଜେ ଅମଳରୁ ଚାଷ କରିବା ପାଇଁ ଜମି ଖଣ୍ଡେ ନାହିଁ। ଆଉ ଜମି ନଥିଲେ ଗାଈ…

ଜନ୍ମଦିନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅନେକ ଦିନ ପରେ ନବଘନ ପାହାଡ଼ସିଂହ ଆସିଥିଲା ଗାଁକୁ। ଗତ ଦଶ ବର୍ଷ ହେଲାଣି ସେ ଗାଁରୁ ଦୂରରେ ରହୁଛି। ଯେବେଠାରୁ କେନ୍ଦ୍ର ସରକାରଙ୍କ ସଂସ୍ଥାରେ କାମ କଲାଣି, ସେବେଠୁ ତାର କାର୍ଯ୍ୟକ୍ଷେତ୍ର କେତେବେଳେ କେଉଁଠି ପଡୁଛି। କହିବାକୁ ଗଲେ…

ସମ୍ବଲପୁର ବନ୍ଦ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଏଇ ନଭେମ୍ବର ବାର ତାରିଖ ଦିନ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯିବା ପାଇଁ ରାଜଧାନୀ ଏକ୍ସପ୍ରେସରେ ଟିକେଟ ହୋଇଥାଏ। ଏତିକି ବେଳେ ବିରୋଧୀ ଡାକରା ଦେଲେ ଓଡ଼ିଶା ବନ୍ଦ। କେବଳ ସେଥିପାଇଁ ମୁଁ ସପରିବାର ଏଗାର ତାରିଖରୁ ହିଁ ଗାଁରୁ ଆସି…

ବାବା ବାଞ୍ଛାନିଧି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅନିତ୍ୟ ମହାପାତ୍ର ତା ପୁଅ ବାହାଘର ପାଇଁ ନିଜ ପରିବାର ଓ କୁଟୁମ୍ବଙ୍କୁ ଏକାଠି କରିବାକୁ ଚାହୁଁଥିଲା। ପୁଅ ବାହାଘରରେ ସମସ୍ତେ ଏକାଠି ହୋଇ ତାକୁ ସହଯୋଗ କରନ୍ତୁ, ସେଇଆ ଆଶା ରଖିଥିଲା ସେ। ସେଥିପାଇଁ ସେ ଓ ତାର ଦୁଇ ପୁଅ ଘର ଘର ବୁଲି…

ବାହାଘର ମଜା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବାହା ହେଲା ବେଳକୁ ଏତେ ସବୁ କଥା ଜାଣିନଥିଲା ନବୀନ। ଜାଣିଥିଲେ ହୁଏତ ଜୀବନ ତମାମ କଷ୍ଟ ପାଇବା ପାଇଁ କେବେ ବି ରାଜି ହୋଇନଥାନ୍ତା। ବପା ମାଆ ବାହାଘର ଠିକ୍ କରିଥିଲେ। ସେଥିପାଇଁ ସେମାନଙ୍କ ପସନ୍ଦ ଉପରେ ପ୍ରଶ୍ନ ନଉଠାଇ ବାହା…

ଆସ ହେ ପିତୃପୁରୁଷ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅନେକ ଦିନ ପରେ ଗାଁକୁ ଆସିଛି ଆକାଶ। କହିବାକୁ ଗଲେ ଗତ ଦଶ ବର୍ଷ ହେଲା, ଯଦିଓ ସେ ଗାଁର ଖବର ରଖିଛି, କିନ୍ତୁ ଗାଁକୁ ଆସିବାର ସୁଯୋଗ ପାଇନି। ନିଜ କର୍ମମୟ ଜୀବନ ଭିତରେ ତାକୁ ଯଦିଓ ବାରମ୍ବାର ତା ଗାଁ କଥା ମନେପଡ଼ିଛି, କିନ୍ତୁ…

ବାପାଙ୍କ ଦରମା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେତେବେଳେ ଦଶମ ଶ୍ରେଣୀରେ ପଢୁଥାଏ ମୁଁ । କୈଶୋରର ଉଦ୍ଦାମତା କୁହାଯାଉ ବା ସଙ୍ଗଦୋଷ, ପ୍ରତିକଥାରେ ପ୍ରତିବାଦ କରିବା ସତେ ଯେମିତି ଏକ ଚିରାଚରିତ ଘଟଣା ପାଲଟି ଯାଇଥିଲା ମୋ ପାଇଁ। ମୋ ସାନ ଭଉଣୀ ହଷ୍ଟେଲରେ ରହି ପଢୁଥିଲା ଏବଂ ସାନଭାଇ…