Latest Odisha News

ଆପଣାସୁଖୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା' କେବେ କେମିତି ଭାଇ ଭଉଣୀଙ୍କ ପାଇଁ ଯଦି ମାଆ କିଛି ଖାଇବା ଜିନିଷ ରଖିଥାଏ, ତାହେଲେ ସେ ଚାହେଁ, ସେ ସବୁ ସମସ୍ତେ ଏକାଠି ଭାଗବାଣ୍ଟି ଖାଇବା ଦରକାର। ବଡ଼ ହିସାବରେ ହୁଏତ ବଡ଼ର ଭାଗ ଟିକିଏ କମ୍ ହୋଇପାରେ, କିନ୍ତୁ ସାନମାନଙ୍କ ଭାଗ କମ୍…

ଗାଁ ପିଲାର ଜିଦ୍

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନିଜର କିଛି ପୁରୁଣା ସାଙ୍ଗ ଏବଂ କିଛି ସହକର୍ମୀଙ୍କ ସହିତ ଦିଲ୍ଲୀ ହାଟରେ ବସି ଖଟି କରୁଥିଲା ସନତ୍। ସେଇ ଖଟିରେ ଅଧିକାଂଶଙ୍କ ହାତରେ କପେ ଚାହା। ମାନେ ଚାହାପିଆ ସାଙ୍ଗକୁ ପାଇଖାନାରୁ ପାର୍ଲାମେଣ୍ଟ ଯାଏଁ ସବୁ ପ୍ରସଙ୍ଗରେ ସେଇଠି…

ଜ୍ଞାତିଶତ୍ରୁ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗୋପାଳ ବାବୁଙ୍କ ବଡ଼ ପୁଅ ଏବଂ ସାନ ପୁଅ ଭିତରେ ଅନେକ ଭିନ୍ନତା। ସାନପୁଅ ପୂରା ଦୁନିଆଟାକୁ ନିଜର କରି ଚାଲେ। ବଡ଼ପୁଅ କହେ, ଯାହାର ଚୌହଦି ଯେତେ ବଡ଼, ସେ ସେତେବଡ଼ ଦୁଃଖୀ। ଅନ୍ୟମାନଙ୍କ ଦୁଃଖରେ ସମଦୁଃଖୀ ହେବାରେ ତାର କିଛି ଅସୁବିଧା…

ପୁତ୍ରମୋହ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା' ବାସନ୍ତୀ ମାଉସୀ ଗତ କିଛି ଦିନ ହେଲା ସକାଳୁ ଚାଲିବାକୁ ବାହାରୁ ନାହାନ୍ତି। ସେ ଘରୁ ନବାହାରିବାରୁ ତାଙ୍କ କୁକୁରଟା ବି ଦେଖାଯାଉନି। ତିନି ଚାରି ଦିନ ଗଲାଣି। ସକାଳୁ ନହେଲା ନାହିଁ, ଅନ୍ତତଃ ଦିନ ବେଳେ କେବେ କେମିତି ତ ଘରୁ ବାହାରନ୍ତେ।…

ସ୍ମୃତିର ସ୍ୱାଧୀନତା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗୋପବନ୍ଧୁ ବାବୁ ଗାଁର ସବୁଠୁ ବୟୋଜ୍ୟେଷ୍ଠ ଶିକ୍ଷକ। ପୂରା ନାଁ ଗୋପବନ୍ଧୁ ମିଶ୍ର। କିନ୍ତୁ ସମସ୍ତେ ତାଙ୍କୁ ଡାକନ୍ତି ଗୋପ ବାବୁ। ଅବସର ନେବାର ପଚିଶ ବର୍ଷ ହେଲାଣି। ତଥାପି କର୍ମଠ। ଚଳଚଞ୍ଚଳ। ଛୋଟ ଛୋଟ ପିଲାଙ୍କୁ ସବୁଦିନ ସନ୍ଧ୍ୟାରେ…

ବାହାରର ଝିଅ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନନ୍ଦନକାନନ ଯାଇଥିଲେ ସେମାନେ ସେଦିନ। ନବବିବାହିତ ଦମ୍ପତି। ବାହାଘର ପରେ ପ୍ରଥମ ଥର ପାଇଁ ଗାଁରୁ ଆସିଛନ୍ତି ସେମାନେ ଏକାଠି ରହିବା ପାଇଁ ଭୁବନେଶ୍ୱରରେ। ଆଉ ସପ୍ତାହାନ୍ତ ଥିବାରୁ ବୁଲି ଆସିଛନ୍ତି ନନ୍ଦନକାନନ। ନବଦମ୍ପତିଙ୍କ ପାଇଁ ହୁଏତ…

ନିଜକୁ ପ୍ରଶ୍ନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗଣେଶର ବାହାଘର ପାଇଁ ବନ୍ଧୁ ବାନ୍ଧବଙ୍କ ଲାଗି ଯେତେବେଳେ ଲୁଗାପଟା କିଣାଗଲା, ସେତେବେଳେ ବେଶୀ ଖୁସି ଥିଲା ଉଲ୍ଲାସ। ହଁ ଉଲ୍ଲାସ ସ୍ୱାଇଁ। ଗଣେଶର ମାମୁ ପୁଅ ଭାଇ। ତିନି ମାସ ହେଲା ସେ ନିଜ ଗାଁ ଓ ଘର ଛାଡ଼ି ଆସି ପିଉସୀ ଘରେ ରହୁଛି।…

ବାମନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସକାଳ ସାଢ଼େ ପାଞ୍ଚଟାରେ ଟ୍ରେନ୍। ଗାଁରେ ଷ୍ଟେସନ୍ ନାହିଁ। ପାଖାପାଖି ପାଞ୍ଚ କିଲୋମିଟର ଗଲେ ଟ୍ରେନ୍ ଧରିବାକୁ ହେବ। ତେବେ ସେଇ ପାଞ୍ଚ କିଲୋମିଟର ଯିବା ପାଇଁ ଏତେ ସକାଳୁ ଗାଁରେ ଗାଡ଼ି ଘୋଡ଼ା ବି କିଛି ନାହିଁ। ତେଣୁ ରାତିରୁ ହିଁ…

ଜୀବନ ବୀମା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନିରଞ୍ଜନ ରାଉରତାୟ ସେଦିନ ବଜାରରୁ ଫେରିଲା ବେଳେ ବାଟରେ ପଡୁଥିବା ଉଠାଣି ପାଖରେ ଆଉ ଉଠିପାରିଲାନି। ତା ସାଇକଲର ପେଡାଲଟା ତାକୁ କୁଇଣ୍ଟାଲେ ଓଜନରୁ ଅଧିକ ଲାଗୁଥିଲା। ଯେତେ ଚେଷ୍ଟା କଲେ ବି ସେ ଆଉ ପେଡାଲ ମାରିପାରୁନଥିଲା। ସେପଟେ…

ଦରିଆକୂଳର ପିଲା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଚଣ୍ଡୀଗଡ଼ର ଏକ ପ୍ରକାଶନ ସଂସ୍ଥାରେ ଦୀର୍ଘ ଦିନ ଧରି କାମ କରୁଥିଲା ବସନ୍ତ। ସେ ଥିଲା କପି ଏଡିଟର। ମାନେ ଯେ କୌଣସି ଲେଖା ଛାପା ହେବା ପାଇଁ ପ୍ରେସକୁ ଯିବା ପୂର୍ବରୁ, ତାକୁ ତନ୍ନ ତନ୍ନ କରି ପଢ଼ିବା, ସେଥିରେ ଆବଶ୍ୟକ ସଂଶୋଧନ କରିବା,…