ଅତ୍ୟଧିକ ମୋବାଇଲ, ଲାପଟପ୍ ବ୍ୟବହାର ଚର୍ମରେ ବାର୍ଧକ୍ୟ ସ୍ଥିତି ଆଣିବ !
ନୂଆଦିଲ୍ଲୀ: ଅତ୍ୟଧିକ ମୋବାଇଲ୍ ବ୍ୟବହାର ଯୋଗୁଁ ମେଦ ବହୁଳତା ଓ ମାନସିକ ସମସ୍ୟା ଦେଖା ଦେଇଛି। ଏବେ ଏକ ନୂଆ ଗବେଷଣାରୁ ଆଉ ଏକ ନୂଆ ସମସ୍ୟାକୁ ଚିହ୍ନଟ କରାଯାଇଛି। ଯାହାକି ମହୁମାଛିଙ୍କ ଉପରେ ହୋଇଥିବା ଗବେଷଣାକୁ ଆଧାର କରି କୁହାଯାଇଛି।
ମହୁମାଛିଙ୍କ ଉପରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି…