Latest Odisha News

BREAKING NEWS

କମ୍ପାନୀ ବଦଳି କରିଦେବା ପରେ ୭ କର୍ମଚାରୀ ଏକା ସାଙ୍ଗରେ ବିଷ ପିଇଦେଲେ !

ଇନ୍ଦୋର: ଅବସାଦର ପରିଣାମ । କମ୍ପାନୀ ଠିକ୍ ଭାବେ ଚାଲୁନଥିବାରୁ କିଛି କର୍ମଚାରୀଙ୍କୁ ଦ୍ବିତୀୟ କମ୍ପାନୀକୁ ବଦଳି କରିଦେଇଥିଲା। ହେଲେ ଏହାକୁ ଗ୍ରହଣ କରିନପାରି କମ୍ପାନୀର ୭ କର୍ମଚାରୀ ଏକାଠି ହୋଇ ବିଷ ପିଇଦେଇଥିବା ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏହି  ଘଟଣା…

‘ବିବାହକୁ ଯୁବକମାନେ ଏକ ଖରାପ ପ୍ରଥା ବୋଲି ଦେଖୁଛନ୍ତି’

ଥିରୁଅନନ୍ତପୁରମ: ବିବାହକୁ ନେଇ ଆଜିର ଯୁୂବପିଢୀଙ୍କ ମାନସିକତାକୁ ନେଇ କେରଳ ହାଇକୋର୍ଟ ଏକ ପାରିବାରିକ ବିବାଦ ମାମଲାର ଶୁଣାଣି କରିବା ବେଳେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଜଷ୍ଟିସ ଏ ମହମ୍ମଦ ମୁସ୍ତାକ, ଜଷ୍ଟିସ ସୋଫି ଥୋମାସଙ୍କ ଖଣ୍ଡପୀଠ 'ୟୁଜ ଆଣ୍ଡ ଥ୍ରୋ' ବା ବ୍ୟବହାର କରିବା ପରେ…

ଅଳିଆ ଅଡୁଆ: ମେୟର ସୁଲୋଚନା ନୁହଁ ଉଷା ଦେବୀ ଦାରୁଠେଙ୍ଗବାସୀଙ୍କ ଭରସା !

ଓଡ଼ିଶା ସମ୍ବାଦ ବ୍ୟୁରୋ: ମେୟର ମାଡାମଙ୍କୁ ଅଡୁଆ କରିଛି ଅଳିଆ ବିବାଦ । ସହରରେ ଅଳିଆ ଟ୍ରକ ଛିଡା ହୋଇଛି । ଆଉ ବିବାଦର ସମାଧାନ କରିବେ ବୋଲି ବିଭିନ୍ନ ସମୟରେ ମିଡିଆକୁ ପ୍ରତିକ୍ରିୟା ଦେଇ କହୁଛନ୍ତି ମେୟର ସୁଲୋଚନା ଦାସ। ହେଲେ ଏଯାବତ ସେ ଅଳିଆ ପକାଯାଉଥିବା ସ୍ଥାନ ଦାରୁଠେଙ୍ଗବାସୀଙ୍କୁ…

ମହଙ୍ଗା ପଡ଼ିଲା ଦୁଇ ବର୍ଷ ତଳର ଟ୍ୱିଟ୍: କମଲ୍ ଆର ଖାନ୍ ଗିରଫ

ମୁମ୍ବାଇ: ବଲିଉଡ ଏବଂ ସେଲିବ୍ରେଟମାନଙ୍କ ଉପରେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚା ରହୁଥିବା କମଲ୍ ଆର୍ ଖାନ୍ (କେଆରକେ) ଗିରଫ। ସେ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟକୁ ଆଧାର କରି ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 2020ରେ କେଆରକେ ଏହି ବିବାଦୀୟ ଟ୍ୱିଟ୍ କରିଥିଲେ। ଯାହାକୁ ନେଇ…

ପରଲୋକରେ ଅର୍ଥନୀତିଜ୍ଞ ଅଭିଜିତ ସେନ୍

ନୂଆଦିଲ୍ଲୀ: ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ତଥା ଗ୍ରାମୀଣ ଅର୍ଥନୀତି ଉପରେ ଦକ୍ଷତା ରଖିଥିବା ଦେଶର ଅନ୍ୟତମ ଅର୍ଥନୀତି ବିଶେଷଜ୍ଞ ଅଭିଜିତ୍ ସେନଙ୍କର ପରଲୋକ ହୋଇଛି। ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ  ୭୨ ବର୍ଷ ହୋଇଥିଲା। ଗତକାଲି ରାତି ପ୍ରାୟ ୧୧ ଟା…

ରାହୁଲ ଗାନ୍ଧୀ ଧାରଣା ଦେବାକୁ ଫିଟ୍: ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁଲାମ ନବୀ ଆଜାଦ୍ ଏବେ ନିଜ ବୟାନ ପାଇଁ ଶିରୋନାମାରେ ରହିଛନ୍ତି। ବିନା କୌଣସି ଚାପରେ ସେ ଏବେ 'ଆଜାଦ' ହୋଇ ନିଜର ପୂର୍ବତନ ଦଳର ନେତାଙ୍କ ବିରୋଧରେ ବୟାନ ରଖୁଛନ୍ତି। ଆଉ ଯଦି ଏହି କଥା ସତ ହୋଇଥିବ ତାହାଲେ କଂଗ୍ରେସ ଆଗକୁ ବଢିବା କାଠିକର…

ଓଡ଼ିଶାରେ ପାରିବାରିକ ସମସ୍ୟା ଯୋଗୁଁ ଅଧିକ ଜୀବନ ହାରୁଛନ୍ତି !

ଭୁୁବନେଶ୍ୱର: ଓଡ଼ିଶାରେ ବଢ଼ୁଛି ଆତ୍ମହତ୍ୟା ହାର । ୨୦୨୦ ତୁଳନାରେ ୨୦୨୧ରେ ଆତ୍ମହତ୍ୟା ହାର ୧.୯ ପ୍ରତିଶତ ବୃଦ୍ଧି ପାଇଛି। ଏନସିଆରବି ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି। ପ୍ରତି ଦିନ ୧୫ରୁ ଅଧିକ ଲୋକ ଓଡ଼ିଶାରେ ଆତ୍ମହତ୍ୟା କରୁଛନ୍ତି । ଯାହାକି ଉଦ୍‌ବେଗଜନକ ରହିଛି। ତେବେ ପାରିବାରିକ…

ଦେଶରେ ବଢ଼ୁଛି ଆତ୍ମହତ୍ୟା: ଆଗରେ ଦିନ ମଜୁରିଆ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଆତ୍ମହତ୍ୟା ମାମଲା ଆକସ୍ମିକ ଭାବେ ବଢି ଚାଲିଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଏଭଳି କିଛି ତଥ୍ୟ ପ୍ରଦାନ କରିଛି। ଆଉ ସର୍ବାଧିକ ଆତ୍ମହତ୍ୟା କରିଥିବା ବର୍ଗରେ ଦିନ ମଜୁରିଆ ଅଧିକ ରହିଛନ୍ତି। କରୋନା ପରେ ଦରଦାମ ବଢ଼ିବା, ଆୟ…

ବ୍ୟାଗ ଭିତରେ ଆଠ ମାସ ଶିଶୁର ମୃତ ଦେହ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରର ଖଣ୍ଡଗିରି ଛକ ନିକଟରେ ଜଣେ ବ୍ୟକ୍ତି ଏକ ବ୍ୟାଗରେ ଜଣେ ଆଠ ମାସର ଶିଶୁ କନ୍ୟାର ମୃତଦେହ ନେଉଥିବାର ଦେଖିବାକୁ ମିଳିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ଏହି ବ୍ୟକ୍ତି ଜଣକ ସହରର ବାହାରେ ଥିବା ଆଇଗିଣିଆର ବାସିନ୍ଦା ସନ୍ତୋଷ ସାହୁ ବୋଲି ଜଣାପଡିଛି। ତାଙ୍କ ସହିତ…

ରତ୍ନ ଭଣ୍ଡାର ଖୋଲିବାକୁ ଚାହୁଁ ନାହାନ୍ତି ରାଜ୍ୟ ସରକାର !

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବାକୁ ଦାବି ହୋଇ ଆସୁଛି। କିନ୍ତୁ ରାଜ୍ୟ ସରକାର ଏବେ ଏହି ରତ୍ନ ଭଣ୍ଡାର ଖୋଲି ବିବାଦୀୟ ହେବା ଭୟରେ ବୋଧହୁଏ ଖୋଲିବାକୁ ଚାହୁଁ ନାହାନ୍ତି ବୋଲି ଜଣାପଡିଛି। ନିକଟରେ ସୂଚନା ଅଧିକାର ଆଇନ ଜରିଆରେ ବଲାଙ୍ଗୀରର ଜଣେ ସୂଚନା ଅଧିକାର…