ଏକ ତରଫା ପ୍ରେମ ପାଇଁ ଅଙ୍କିତାକୁ ନିଆଁରେ ପୋଡ଼ିଦେଲା ଶାହରୁଖ
ରାଞ୍ଚି: ଏକ ତରଫା ପ୍ରେମରେ ସଫଳ ନେବା ପରେ ସୈତାନ ସାଜିଲା ପ୍ରେମିକ। ନିଆଁରେ ପୋଡ଼ିଦେଲା ଶାହାରୁଖ ହୁସେନ । ଶନିବାର ବିଳମ୍ବିତ ରାତିରେ 16 ବର୍ଷୀୟ ଅଙ୍କିତାର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଝାଡଖଣ୍ଡ ଦୁମକା ଜାରୁୱାଡିହରେ ।
ଗତ ଚାରି ଦିନ ଧରି ରିମ୍ସରେ ଚିକିତ୍ସାଧୀନ ଥିବା ବେଳେ…