Latest Odisha News

BREAKING NEWS

୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାର ଚାର୍ଜଶିଟରେ ଜ୍ୟାକଲିନଙ୍କ ନାମ !

ନୂଆଦିଲ୍ଲୀ: ୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ସୁକେଶ ଚନ୍ଦ୍ରଶେଖର ଜେଲରେ। ତଦନ୍ତକାରୀ ସଂସ୍ଥା ଇଡି ଏହି ମାମଲାର ତଦନ୍ତ କରି ଆଜି ଚାର୍ଜଶିଟ ଦାଖଲ କରିବ ବୋଲି ସୂଚନା ରହିଛି। ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ଇଡି ଚାର୍ଜଶିଟରେ ଉଲ୍ଲେଖ କରିବ ବୋଲି…

ହେଲମେଟ ପିନ୍ଧିଲେ ବି ଏହି କାରଣ ପାଇଁ ଜୋରିମାନା ଗଣିବେ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରା ଦେଶରେ ଏବେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ହେଲମେଟ ପିନ୍ଧିନଥିଲେ ଚାଲାଣ ମୋବାଇଲ ମେସେଜକୁ ଆସିବାର ବ୍ୟବସ୍ଥା କରିଛି ସରକାର। କିନ୍ତୁ ଜୋରିମାନାକୁ ଦେଖି ଅନେକ ଗାଡି ଚାଳକ ଯେଉଁ ହେଲମେଟ ପିନ୍ଧୁଛନ୍ତି ସେଥିରେ କୌଣସି ସୁରକ୍ଷା ନଥିବା ଦେଖିବାକୁ…

ମୋଟର ସାଇକେଲ, କାର କିମ୍ବା ଅନ୍ୟାନ୍ୟ ଯାନ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ: ଦେଶରେ ମୋଟରସାଇକେଲ, କାର କିମ୍ବା ଅନ୍ୟାନ୍ୟ ଯାନ ଚଳାଉଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର । ଖୁବ୍ ଶୀଘ୍ର ସମସ୍ତ ପୁରୁଣା ଯାନରେ ନୂଆ ନମ୍ବର ପ୍ଲେଟ୍ ଲଗାଯିବ । ଜିପିଏସ ଦ୍ୱାରା ଏହି ଯାନଗୁଡିକ ଉପରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ନଜର ରଖାଯିବ। କେନ୍ଦ୍ର ସଡ଼କ ପରିବହନ…

ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର, ଆସନ୍ତା ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ: ଏସଆରସି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରମୁଖ ଅଧିକାକରୀଙ୍କ ସହ ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଆସନ୍ତା ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହେବେ। ତେଣୁ ୧୦ ଜିଲ୍ଲାକୁ ସତର୍କ…

ମହାନଦୀ ପ୍ରସଙ୍ଗରେ ଆଜି ଓଡିଶା ଛତିଶଗଡ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ୱର: ମହାନଦୀରେ ବନ୍ୟା ପରେ ଦୁଇ ରାଜ୍ୟ ଓଡ଼ିଶା ଏବଂ ଛତିଶଗଡ଼ ପ୍ରଭାବିତ ହୋଇଛନ୍ତି। ବନ୍ୟା ପାଇଁ ପରସ୍ପରକୁ ଦୋଷ ଲଦୁଛନ୍ତି। ଏହାରି ଭିତରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ବୈଠକ କରିବେ ବୋଲି ସୂଚନା ମିଳିଛି। ଆଜି ଅପରାହ୍ନ ୪ଟାରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଭିଡିଓ…

ଗହଣା ଦୋକାନରୁ ଚୋରି ଅଭିଯୋଗ, କର୍ମଚାରୀଙ୍କୁ ପିଟି ପିଟି ହତ୍ୟା !

ଝାରସୁଗୁଡ଼ା (ରୋଶନ ପୃଷ୍ଟି): ଗହଣା ଦୋକାନୀର କର୍ମଚାରୀଙ୍କୁ ହତ୍ୟା। ୬୦ ଲକ୍ଷ ଟଙ୍କାର ଗହଣା ଚୋରି ଅଭିଯୋଗରେ ଦୋକାନୀ ମାଲିକ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ବୌଦ୍ଧ ମନମୁଣ୍ଡାର ସୁରଶ ପାଣ୍ଡେ। ପରିବାର ଲୋକେ ଏବେ ସୁରେଶଙ୍କ ମୃତ୍ୟୁରେ…

ବଢୁଛି ହୀରାକୁଦର ଜଳସ୍ତର, ମହାନଦୀରେ ବଡ଼ ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ଏସଆରସି ପ୍ରଦୀପ ଜେନା କହିଥିଲେ। କିନ୍ତୁ ହୀରାକୁଦ ଡ୍ୟାମରେ ପାଣି ବଢିବା ପରେ ଏହି ଆକଳନ ଏବେ ଭୁଲ୍ ପ୍ରମାଣିତ ହେବାକୁ ଯାଉଛି। କାରଣ ଡ୍ୟାମରେ ପ୍ରବେଶ କରୁଥିବା ପାଣି ତଳୁନାରେ ନିଷ୍କାସିତ ହେଉଥିବା ପାଣିର ପରିଣାମ କମ୍ ରହିଛି।…

ଅନ୍ଧାର ରାତିରେ ବ୍ରିଜ ତଳକୁ ଖସିପଡ଼ିଲା ପିକଅପ୍ ଭ୍ୟାନ୍

କାମାକ୍ଷାନଗର: ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ନିକଟରେ ବିଳମ୍ବିତ ରାତିରେ ବ୍ରିଜ ତଳକୁ ଖସିପଡିଛି ପିକଅପ ଭ୍ୟାନ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭରଙ୍କ ସମେତ ୩ ଜଣ ଯାତ୍ରୀ । ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିବା ପିକଅପ ଭ୍ୟାନଟି । ମହୁଲପାଳ ଗାଁ…

୧୭-୧୮ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଯଦିଓ ଦୁଇ ଦିନ ହେବ ଓଡ଼ିଶାର ଅନେକ ଭାଗରେ ପ୍ରବଳ ବର୍ଷା ହେବା ପରେ ଆଜି ଉତ୍ତର ବଙ୍ଗୋପସାଗର ପାଣିପାଗରେ ପରିବର୍ତ୍ତନ ଆସିଛି ହେଲେ ସଦ୍ୟ ରିପୋର୍ଟ ଅନୁଯାୟୀ ଆଗାମୀ ଦିନରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ…

ଛତିଶଗଡ ୧୪ଟି ଗେଟ୍ ଜରିଆରେ ଛାଡିଲା ପାଣି, ଓଡିଶା ବନ୍ଦ କଲା ହୀରାକୁଦର ୮ଟି ଗେଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାରେ ବର୍ଷା କମିଛି। ଏବେ ଅବପାତ ଛତିଶଗଡ ମୁହାଁ ହୋଇଛି। ତେଣୁ ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡରେ ବର୍ଷା ଜାରି ରହିଛି। ବିଭିନ୍ନ ନଦୀରେ ପାଣି ଫୁଲି ଉଠିବା ପରେ ଛତିଶଗଡ ଧମତରି ଜିଲ୍ଲାର ଗଙ୍ଗରେଲ ଡ୍ୟାମର ସମସ୍ତ ୧୪ଟି ଯାକ ଗେଟ୍ ଖୋଲିଦେଇଛି। ଏହି…