Latest Odisha News

BREAKING NEWS

ବିପଦ ସଙ୍କେତ ଉପରେ ବଂଶଧାରା ନଦୀ

ରାୟଗଡା (ମୋନାଲିସା ରଥ): ଲଗାଣ ବର୍ଷା ଯୋଗୁଁ ଗୁଣୁପୁର ଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଙ୍କେତ ଅତିକ୍ରମ କରି ଗୋଟିଏ ମିଟର ଉପରେ ଚାଲିଛି ବନ୍ୟା ପାଣି। ସତର୍କ ସଂକେତ ୮୩ ମିଟର ଥିବା ବେଳେ ବର୍ତ୍ତମାନ ୮୪ ମିଟର ଉପରେ ପାଣି ଚାଲିଛି। ତେଣୁ…

ପୁରୀ ଜିଲ୍ଲାରେ ବନ୍ୟା ଆଶଙ୍କା, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପୁରୀ (ସନ୍ତୋଷ କୁମାର ଦାସ): ବନ୍ୟା ଆଶଙ୍କା ଭିତରେ ପୁରୀ ଜିଲ୍ଲାପାଳ ଏକ ସମୀକ୍ଷା ବୈଠକ କରିଛନ୍ତି। ଆଉ ନଦୀବନ୍ଧମାନଙ୍କ ଉପରେ ସତର୍କ ରହିବାକୁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ହୀରାକୁଦ ଜଳ ଭଣ୍ଡାର ଦେଇ ଛତିଶଗଡ ପଟ୍ଟୁ ପାଣି ଆସୁଛି। ତେଣୁ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତାକା ଉତ୍ତୋଳନକୁ ବିରୋଧ କରି ବିଜେଡ଼ି ଦେଖାଇଲା କଳା ପତାକା

ବ୍ରହ୍ମପୁର:ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ରଙ୍ଗେଇଲୁଣ୍ଡା ବ୍ଲକ କମଳାପୁର ଗ୍ରାମରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ କଳା ପତାକା ପ୍ରଦର୍ଶନ। ଗୋଳାବନ୍ଧ ଗ୍ରାମରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।…

ନୀତୀଶଙ୍କ ସହ ମେଣ୍ଟରୁ ଭୁଲ୍ ଶିଖିଲା ବିଜେପି, ସହଯୋଗୀ କିପରି ହେବେ ତିଆରି କରୁଛି ରଣନୀତି ?

ନୂଆଦିଲ୍ଲୀ: ଏନଡିଏ ଛାଡି ଅନେକ ଆଞ୍ଚଳିକ ଦଳ ଅନ୍ୟ ଦଳ ସହ ମେଣ୍ଟ କରୁଛନ୍ତି। ବିଜେପି ଗୋଟିଏ ବଡ ପାର୍ଟି ହୋଇସାରିଛି। ତେଣୁ ବିଜେପି ସହ ମେଣ୍ଟରେ ରହିବା ଦ୍ୱାରା ଆଞ୍ଚଳିକ ଦଳ ପତିଆରା ବିସ୍ତାର କରିପାରୁନି। ତେଣୁ ବିଜେପି ଛାଡି ଟିଡିପି, ଶିବସେନା (ଉଦ୍ଧବ ଗୋଷ୍ଠୀ), ଅକାଳୀ ଦଳ, ଜେଡିୟୁ…

ସୋନିଆ ଓ ରାହୁଲଙ୍କ ଅନୁପସ୍ଥିତିରେ କଂଗ୍ରେସ କାର୍ଯ୍ୟାଳୟରେ କିଏ ଜାତୀୟ ପତାକା ଉତ୍ତୋଳନ କଲେ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିିତ ହୋଇଛନ୍ତି। ତେଣୁ କଂଗ୍ରେସ ମୁଖ୍ୟାଳୟରେ କିଏ ଜାତୀୟ ପତାକା ଉତ୍ତୋଳନ କରିବେ ସେ ନେଇ ସସପେନ୍ସ ଜାରି ରହିଥିଲା। କାରଣ ସୋନିଆ କରୋନାରେ ସଂକ୍ରମିତ ହେବା ପରେ ରାହୁଲ ଗାନ୍ଧୀ ସଙ୍ଗୋରଧରେ ରହିଛନ୍ତି ଏବଂ ଦଳର…

ବନ୍ୟା ବିବାଦ: ଓଡ଼ିଶାକୁ ଦାୟୀ କରିବା ପରେ ଛତିଶଗଡକୁ ଜବାବ ଦେଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଛତିଶଗଡ଼ ଏବଂ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀର ଉପରମୁଣ୍ଡ ଛତିଶଗଡରେ ଲଗାଣ ବର୍ଷା ହେଉଛି ତେଣୁ ତଳମୁଣ୍ଡରେ ଥିବା ଓଡ଼ିଶାକୁ ପାଣି ଗଡି ଆସିବାରୁ ବର୍ଷା ହେଉଛି। ତେବେ ଛତିଶଗଡର ଇଚ୍ଛାମୁତାବକ ଓଡ଼ିଶା ହୀରାକୁଦର ଗେଟ୍…

ଓଡ଼ିଶାରେ ବନ୍ୟା ପାଇଁ ଛତିଶଗଡ ଦାୟୀ କି? ଜବାବ ରଖିଲେ ଏସଆରସି

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାନଦୀରେ ଉପରମୁଣ୍ଡରେ ଲଗାଣ ବର୍ଷା ପରେ ରାଜ୍ୟରେ ମହାନଦୀ ଏବଂ ଏହାକୁ ସଂଲଗ୍ନ ହୋଇଥିବା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଛତିଶଗଡ ଉପରମୁଣ୍ଡରେ ରହିଛି । ତେଣୁ ତଳିଆ ଅଞ୍ଚଳକୁ ପାଣି ଆସୁଥିବାରୁ ବନ୍ୟା ପରିସ୍ଥିତି ଉପୁଜୁଛି ବୋଲି କୁହାଯାଉଛି। ଏପରି ସ୍ଥିତିରେ…

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି: ଏସଆରସି

ଭୁବନେଶ୍ୱର: ଳଘୁଚାପ ଜନିତ ପ୍ରବଳ ବର୍ଷା ପରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଆଗାମୀ ଦିନରେ ବନ୍ୟା ଆଶଙ୍କା ରହିଛି। ଉପୁଜିଥିବା ସ୍ଥିତି ଏବଂ ସମ୍ଭାବିତ ପାଣିପାଗ ରିପୋର୍ଟକୁ ଦେଖିଲେ ଏବେ ଏକ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଏସଆରସି କହିଛନ୍ତି।…

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଲଘୁଚାପରେ ପରିଣତ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଲଘୁଚାପରେ ପରିଣତ ହୋଇଛି। ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏବେ ଏହି ଲଘୁଚାପ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କି.ମି. ଏବଂ ଓଡିଶାର ବାଲେଶ୍ୱର ଜିଲ୍ଲାରୁ ପୂର୍ବ-ଉତ୍ତର-ପୂର୍ବ ଦିଗରେ ୯୦…

ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା, ନଜର ପକାନ୍ତୁ ଛତିଶଗଡର ପାଣିପାଗ ରିପୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାନଦୀର ଉପରମୁଣ୍ଡରେ ରହିଛି ଛତିଶଗଡ। ଏବେ ଛତିଶଗଡର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ୪ଟି ଜିଲ୍ଲା ରାଇଗଡ, ଜାଞ୍ଜଗିର-ଚମ୍ପା, ବଲୋଦାବଜାର ଏବଂ ମହାସାମୁନ୍ଦକୁ ରେଡ ଆଲର୍ଟ ଜାରି କରାଯାଇଛି। ୭ ଜିଲ୍ଲା ପାଇଁ ଅରେଂଜ ଆଲର୍ଟ ଜାରି କଲା ପାଣି ପାଗବିଭାଗ।…