୨୬ ଜାନୁଆରୀ, ଭାରତ ପାଇଁ କାହିଁକି ସ୍ୱତନ୍ତ୍ର?
ଓଡ଼ିଶା ସମ୍ବାଦ ବ୍ୟୁରୋ: ଇତିହାସ ବିଷୟରେ କହିବାକୁ ଗଲେ ଏହି ଦିନ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ୧୫ ଅଗଷ୍ଟ ୧୯୪୭ ରେ ଭାରତ ବ୍ରିଟିଶମାନଙ୍କଠାରୁ ସ୍ୱାଧୀନତା ପାଇଥିଲା, କିନ୍ତୁ ୨୬ ଜାନୁଆରୀ ୧୯୫୦ରେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଘୋଷଣା କରାଯାଇଥିଲା।…