ସଂସଦରୁ ନିଲମ୍ବିତ ହୋଇଥିବା ସାଂସଦ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ଖାଇଲେ ଚିକେନ୍ !
ନୂଆଦିଲ୍ଲୀ: ସଂସଦରେ ବିକ୍ଷୋଭ ପ୍ରଦର୍ଶନ କରି ନିଲମ୍ବିତ ହୋଇଥିବା ସାଂସଦ ସଂସଦ ପରିସରରେ ଖିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କୁକୁଡ଼ା ମାଂସ ଖାଉଥିବାର ନଜରକୁ ଆସିଛି । ଏହାକୁ ନେଇ ନିଲମ୍ବିତ ସାଂସଦଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଶେହଜାଦ ପୁନାଓ୍ୱାଲା ।…