Latest Odisha News

BREAKING NEWS

ସିନ୍ଦେ ଗୋଷ୍ଠୀ ଉଦ୍ଧବ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପଠାଇଲା ସମନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଏବେ ଶିବସେନା ଦଳର ଉଦ୍ଧବ ଠାକରେଙ୍କ ଦଳର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ବୋଲି କହିଛି। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଆସ୍ଥା ଭୋଟ୍ ସମୟରେ ହ୍ୱିପ ଉଲ୍ଲଂଘନ କରିଥିବା ଉଦ୍ଧବ ଗୋଷ୍ଠୀର…

‘ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ସାହୁ ଅଭିଯୁକ୍ତ’

ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କେବଳ ଗୋବିନ୍ଦ ସାହୁ ଅଭିଯୁକ୍ତ । ଗୃହ ବିଭାଗ ତରଫରୁ ବିଧାନସଭାରେ ଏପରି ସ୍ପଷ୍ଟୀକରଣ ରଖାଯାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଶୂନ୍ୟକାଳରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହକୁ…

ରାଜ୍ୟରେ କେତେ ଜଣ ରହିଛନ୍ତି ଅନୁପ୍ରବେଶକାରୀ ?

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା । ଏବେ ଏହି ଅନୁବ୍ରବେଶକାରୀ ବାଂଲାଦେଶୀଙ୍କ ସଂଖ୍ୟା ୩୭୪୦ରେ ପହଞ୍ଚିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା । ସେ କହିଛନ୍ତି,…

ବିଧାନସଭାରେ ଉଠିଲା ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ, ଆତ୍ମହତ୍ୟା ସଂଖ୍ୟା ଦେଖାଇ ସରକାରକୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ ବିଧାନସଭାର ଶୂନ୍ୟକାଳରେ ଉଠିଛି । ବିରୋଧୀ ଦଳ ବିଜେବି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ  ସିବିଆଇ ତଦନ୍ତ ଦାବି କରିଛି। ଏଥିସହ ରାଜ୍ୟରେ ରାଙ୍ଗିକୁ ରୋକିବା ପାଇଁ ଆଇନ୍ ଆସିବା ଦରକାର ବୋଲି ଦାବି କରିଛନ୍ତି।…

ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମମତାଙ୍କ ଭୋଟ୍ ବ୍ୟାଙ୍କ ଉପରେ ମୋଦୀ, ଶାହଙ୍କ…

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ଏନଡିଏର ଏହି ନିଷ୍ପତ୍ତି ବିରୋଧୀଙ୍କ ଏକତାକୁ ମଧ୍ୟ ହରଡଘଣାରେ ପକାଇଛି। ମୁଖ୍ୟତଃ ମମତାଙ୍କ ଆହ୍ୱାନକ୍ରମେ ବୈଠକରେ ଉପସ୍ଥିତ ଥିବା ୧୭ ଦଳ ମଧ୍ୟରୁ ଟିଏମସି ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ…

୬ ମାସରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ, ପ୍ରସ୍ତୁତ ରୁହ: ପାଓ୍ୱାର

ମୁମ୍ବାଇ: ବାଚସ୍ପତି ନିର୍ବାଚନରେ ମହାବିକାଶ ଅଘାଡି ଚିତ୍ ହେବା ପରେ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି, ସିନ୍ଦେ ସରକାର ୬ ମାସ ମଧ୍ୟରେ ଭାଙ୍ଗିଯିବ। ରାଜନୀତିର ଚାଣକ୍ୟ ତଥା ଦେଶର ଏହି ଭେଟେରାନ ନେତାଙ୍କ ଏପରି ବୟାନ ପୁଣିଥରେ ଚର୍ଚ୍ଚାର…

ମୁମ୍ବାଇର ପୂର୍ବତନ ସିପିଙ୍କୁ ହାଜର ହୋଇ ପକ୍ଷ ରଖିବାକୁ କହିଲା ଇଡି

ମୁମ୍ବାଇ: ପୂର୍ବତନ ମୁମ୍ବାଇ ପୁଲିସ କମିଶନର ସଞ୍ଜୟ ପାଣ୍ଡେଙ୍କ ବିରୋଧରେ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସଞ୍ଜୟ ପାଣ୍ଡେଙ୍କୁ ମନି ଲଣ୍ଡରିଂ ମାମଲାରେ ଜୁଲାଇ 5 ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ରବିବାର ଇଡି ସମନ କରିଛି । ଜୁନ୍ 30ରେ ଅବସର ନେଇଥିଲେ ଏହି ବରିଷ୍ଠ…

ନୂପୁର ଶର୍ମାଙ୍କ ବିରୋଧରେ ଶୁଣାଣି କରି ସମାଲୋଚିତ ହେବା ପରେ କଡ଼ା ଜବାବ ରଖିଲେ ବିଚାରପତି

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କୁ ନେଇ ନୂପୁର ଶର୍ମା ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଶୁଣାଣି କରିବା ବେଳେ ସୁପ୍ରିମ୍ କୋର୍ଟ ବିଚାରପତି ସୋମବାର କଡ଼ା ଭର୍ତ୍ସନା କରିଛନ୍ତି। ଖଣ୍ଡପୀଠରେ ସାମିଲ ଥିବା ବିଚାରପତି ଜେବି ପର୍ଦିଓ୍ୱାଲା କହିଛନ୍ତି ଯେ ବିଚାରପତିଙ୍କ ନିଷ୍ପତ୍ତି ଉପରେ…

କେସିଆର ଗଡ଼ରେ ଗର୍ଜିଲେ ମୋଦୀ, ନଡ୍ଡା କହିଲେ ବିଜେପି ଆସୁଛି, ଟିଆରଏସ ଯିବା ଥୟ

ତେଲେଙ୍ଗାନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ହାଇଦ୍ରାବାଦରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ତେଲେଙ୍ଗାନାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି, ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି। ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଓଡ଼ିଶାରେ ସରକାର ଗଢ଼ିବୁ, ୩୦-୪୦ ବର୍ଷ ପାଇଁ ରହିବ ବିଜେପି ଯୁଗ: ଅମିତ ଶାହ

ହାଇଦ୍ରାବାଦ: ଓଡ଼ିଶାର ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ଆଗାମୀ ଦିନରେ ନିଜର ରାଜନୈତିକ ଅଭିଳାଶକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି। ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ କହିଛନ୍ତି, ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟରେ ବିଜେପି…