ବିକ୍ରି ହୋଇଯିବ ୯୦ ବର୍ଷର ପୁରୁଣା ଲିପିଷ୍ଟିକ୍ କମ୍ପାନୀ
ନୂଆଦିଲ୍ଲୀ: ବିକ୍ରି ହୋଇଯିବ ୯୦ ବର୍ଷ ପୁରୁଣା ଲିପଷ୍ଟିକ୍ କମ୍ପାନୀ ରେଭଲନ । ଦେବାଳିଆ ହୋଇଯିବା ପରେ ବିକ୍ରି ହେବାକୁ ଆବେଦନ କରିଛି ଆମେରିକାର ଏହି ପ୍ରତିଷ୍ଠିତ କମ୍ପାନୀ। ଗୋଟିଏ ସମୟ ଥିଲା ଯେତେବେଳେ ଆମେରିକୀୟ ମାନେ ଏହି କସମେଟିକ୍ କମ୍ପାନୀ ରେଭଲନର ଲିପଷ୍ଟିକ ଲଗାଇବାକୁ ଅଧିକ…