Latest Odisha News

BREAKING NEWS

ଦେଶରେ ଆତ୍ମଘାତୀ ବିସ୍ଫୋରଣ ଜରିଆରେ ଆକ୍ରମଣ କରିବାକୁ ଧମକ ଦେଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଅଲକାଏଦା ମୁମ୍ବାଇ, ଦିଲ୍ଲୀ ଓ ଅନ୍ୟ ସହର ଉପରେ କରିପାରେ ଆତଙ୍କବାଦୀ ଆକ୍ରମଣ । ମୁସଲିମ ଧର୍ମଗୁରୁଙ୍କ ଉପରେ ଜଣେ ମହିଳା ବିଜେପି ନେତ୍ରୀ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଆତଙ୍କବାଦୀ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। ଜୁନ୍ 6 ତାରିଖରେ ଏକ…

ଖେଳାଳି ଯିବା ବେଳେ ହେବ ଟ୍ରାଫିକ ସିଲ୍, ଓଡିଶା ଆସୁଛନ୍ତି ଭାରତୀୟ କ୍ରିକେଟ ଟିମ୍

ଭୁବନେଶ୍ୱର: ଆସନ୍ତା ଜୁନ ୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତୀୟ କ୍ରିକେଟ ଟିମ୍। ୧୨ ତାରିଖରେ ବାରବାଟୀରେ ହେବାକୁ ଥିବା ଟି ଟ୍ୱେଣ୍ଟି ମ୍ୟାଚ ପାଇଁ ଚାଲିଛି ପ୍ରସ୍ତୁତି। ତେବେ ଏୟାରପୋର୍ଟରେ ଖେଳାଳି ପହଞ୍ଚିବା ପରେ କଡା ସୁରକ୍ଷା ବଳୟରେ ନିଆଯିବ ମେ' ଫେୟାର ହୋଟେଲ ।ଫ୍ୟାନସଙ୍କ ଭିଡକୁ…

ଅମିତ ଶାହଙ୍କ ପରେ ରାହୁଲ ଗାନ୍ଧୀ ଭେଟିଲେ ମୁସେଓ୍ୱାଲଙ୍କ ପରିବାରବର୍ଗଙ୍କୁ

ଅମୃତସର: ମୃତ ପଞ୍ଜାବ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କ ପରିବାରବର୍ଗଙ୍କୁ ଭେଟିଲେ କଂଗ୍ରେସ ନେତା ତଥା ଓ୍ୱାଏନାଡର ସାଂସଦ ରାହୁଲ ଗାନ୍ଧୀ। ମଙ୍ଗଳବାର ପଞ୍ଜାବର ମାନସାସ୍ଥିତ ମୁସେଓ୍ୱାଲାଙ୍କ ନିଜ ପୈତୃକ ଗାଁକୁ ଯାଇ ମୁସେଓ୍ୱାଲାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ପାଖାପାଖି ଏକ ଘଣ୍ଟାର ଏହି…

ଆରଏସଏସ କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇ ଦେବାକୁ ହ୍ୱାଟସଆପରେ ଆସିଲା ଧମକ

ଲକ୍ଷ୍ନୌ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଛଅଟି କାର୍ୟ୍ୟାଳୟକୁ ବୋମା ମାଡ଼ କରି ଉଡାଇ ଦେବାକୁ ଧମକ । ଏପରି ଧମକ ମିଳିବା ପରେ ଲକ୍ଷ୍ନୌର ମାଡ଼ିଓ୍ୱାନ୍ ଥାନାରେ ଏଫ୍ଆଇଆର ରୁଜୁ ହୋଇଛି। ପୋଲିସର କହିବା ଅନୁଯାୟୀ, ଯେଉଁ ନମ୍ବରରୁ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା ତାହାକୁ ସାଇବର ସେଲ୍…

ରାଜସ୍ଥାନ ରାଜ୍ୟସଭା ନିର୍ବାଚନ, ବାଜିରେ ଲାଗିଛି ‘ଜି ନ୍ୟୁଜ’ ପ୍ରତିଷ୍ଠାତାଙ୍କ ଭାଗ୍ୟ

ରାଜସ୍ଥାନ: ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ୧୦ରେ ପଡିବ ଭୋଟ୍ । ଏହା ପୂର୍ବରୁ ଆରମ୍ଭ ହୋଇଛି ରିସର୍ଟ ରାଜନୀତି । ରିସର୍ଟରେ ନିଜ ନିଜ ବିଧାୟକଙ୍କୁ ରଖି ଘୋଡା ବେପାର ବା କ୍ରସ ଭୋଟିଂ ଝାମେଲାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ରାଜନୈତିକ ଦଳ। ତେବେ ରାଜସ୍ଥାନରେ ଏହି ରସର୍ଟି…

ବାରବାଟୀରେ ମ୍ୟାଚ ବାତିଲ ନେଇ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ବାରବାଟି ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ ନାହିଁ । ତେଣୁ ୧୨ ତାରିଖରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମ୍ୟାଚ ବାତିଲ କରାଯାଉ ଦାବି କରି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ…

ପିସିସି ସଭାପତିଙ୍କୁ ଦିଲ୍ଲୀ ଡକରା, ଖୁବଶୀଘ୍ର ଘୋଷଣା ହେବ ନୂଆ ଟିମ୍

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡକରା । ଦିଲ୍ଲୀରେ ଶୀର୍ଷ ନେତୃତ୍ବ ଏବଂ ପ୍ରଭାରୀଙ୍କ ସହ ଶରତ ଆଲୋଚନା କରିବେ ବୋଲି ସୂଚନା ରହିଛି। ଆସନ୍ତା 10ରେ ଶରତଙ୍କୁ  ରାଜ୍ୟ କଂଗ୍ରେସ ଏକ ସମ୍ବର୍ଦ୍ଧନା ସମାବେଶ କରାଯିବ। ଏହା ପୂର୍ବରୁ ରାଜ୍ୟ କଂଗ୍ରେସର ବିଭିନ୍ନ…

ଲୁଟ୍ ପାଇଁ ବାବାଙ୍କୁ ଛୁରାମାଡ: ମୋବାଇଲ ଲୁଟେରା ଓ ଦଲାଲ ଗିରଫ

ଭୁବନେଶ୍ୱର: ଲୁଟ୍ ପାଇଁ ସୀମା ଟପୁଛନ୍ତି ଲୁଟେରା। ମୋବାଇଲ ଟଙ୍କା ପାଇଁ କରୁଛନ୍ତି ଆକ୍ରମଣ। ଆଉ ଏକୁଟିଆ ଥିବେ ଲୋକଙ୍କୁ ଦେଖିଲେ ରାସ୍ତାରେ କରୁଛନ୍ତି ଆକ୍ରମଣ। ଏମିତି ଢଙ୍ଗରେ ଗତ ୧୬ ମେରେ ଭରତପୁର ଥାନା ଘାଟିକିଆ ନିକଟରେ ଜଣେ ଇସ୍କନ ବାବାଙ୍କୁ କରିଥିଲେ ଆକ୍ରମଣ। ମୋବାଇଲ ପାଇଁ ଇସ୍କନ…

ଋଣ ସୁଝିପାରୁନାହାନ୍ତି ଅନାଥ ପିଲା, ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଲେ ସୀତାରମଣ

ଭୋପାଳ: କୋଭିଡ ମହାମାରୀ ଯୋଗୁ ଅନେକ ପିଲା ପରିବାର ଓ ପିତାମାତା ହରାଇଛନ୍ତି। ତେଣୁ ସେମାନଙ୍କ ଦୈନନ୍ଦିନ ଜୀବନ ସଂଘର୍ଷମୟ ହୋଇପଡ଼ିଛି। ଭୋପାଳର ଜଣେ 17 ବର୍ଷୀୟା ଝିଅ ବାଣୀଶା ପାଠକଙ୍କ କାହାଣୀ ଏମିତି, ଯିଏ କରୋନା ମହାମାରୀରେ ଉଭୟ ବାପାମାଆଙ୍କୁ ହରାଇଛନ୍ତି। ମଧ୍ୟପ୍ରଦେଶ ଭୋପାଳରେ ଦଶମ…