ବଦଳିଲା ନବୀନଙ୍କ ମନ୍ତ୍ରିମଣ୍ଡଳ, ହଟିଲେ ନିଗମ ଅଧ୍ୟକ୍ଷ ଓ ଉପଦେଷ୍ଟା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳ ପାଇଁ ନୂଆ ଟିମ୍ ତିଆରି କରିଛନ୍ତି। ଏହାପରେ 23ଟି ବିଭାଗର ଥିବା ଅଧ୍ୟକ୍ଷ ଏବଂ ଉପଦେଷ୍ଟାଙ୍କୁ ହଟାଇ ଦେଇଛନ୍ତି। ଆଜିଠାରୁ ଏମାନେ ଆଉ ନିଜ ନିଜ ପଦରେ ରହିପାରିବେ ନାହିଁ। ତେବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ଏହିସବୁ ପଦରେ…