Latest Odisha News

BREAKING NEWS

ପୁଣିଥରେ ରାଜ୍ୟସଭାକୁ ଫେରିବେ କି ଚିଦାମ୍ବରମ, ସୀତାରମଣ ଏବଂ ପୀୟୁଷ ?

ନୂଆଦିଲ୍ଲୀ: ଖାଲି ପଡିବାକୁ ଥିବା ରାଜ୍ୟସଭାର ୫୭ଟି ଆସନ ପାଇଁ ନିର୍ବାଚନ ବିଗୁଲ ବାଜିଛି । ନିର୍ବାଚନ କମିଶନ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ସମସ୍ତ ଆସନରେ ବିଜେପି ଅଧିକାଂଶ ଆସନରେ ଜିତିବ ବୋଲି ସମ୍ଭାବନା ରହିଛି । କିନ୍ତୁ ସଂସଦର ଏହି ଉଚ୍ଚ ସଦନରେ ସଂଖ୍ୟା ଗରିଷ୍ଠତା…

ଛତିଶଗଡରେ ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ

ରାୟପୁର: ଛତିଶଗଡ଼ର ରାୟପୁରରେ ଏକ ବିମାନ ବନ୍ଦରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସନ୍ଧ୍ୟାରେ ହୋଇଥିବା ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ କ୍ୟାପଟେନ୍ ଗୋପାଳକୃଷ୍ଣ ପଣ୍ଡା ଓ କ୍ୟାପଟେନ୍ ଏପି ଶ୍ରୀବାସ୍ତବଙ୍କ ମୃତ୍ୟୁ ହୋଇଥିବା ପୁଲିସ…

ସାପ୍ତାହିକ ବାର୍କ ରିପୋର୍ଟ: ଓଡ଼ିଆ, ହିନ୍ଦୀ ଏବଂ ଇଂଲିଶ ନ୍ୟୁଜ ଚ୍ୟାନେଲରେ କିଏ ଏକ ନମ୍ବର?

ଭୁବନେଶ୍ୱର: ପ୍ରତି ସପ୍ତାହ ପରି ଚଳିତଥର ମଧ୍ୟ ସାପ୍ତାହିକ ଟିଆରପି ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଓଟିଭି ଏକ ନମ୍ବରରେ ରହିଥିବା ବେଳେ କନକ ନ୍ୟୁଜ ଦ୍ୱିତୀୟ ନମ୍ବରରେ ରହିଛି । ସେହିପରି ଓଟିଭିର ସହଯୋଗୀ ମନୋରଞ୍ଜନ ରଞ୍ଜନ ଚ୍ୟାନେଲ ତରଙ୍ଗ ଏକ ନମ୍ବର…

ଅପରାଧମୁକ୍ତ ଭୁବନେଶ୍ବର ପ୍ରତି ପ୍ରାଥମିକତା: ଡିସିପି

ଭୁବନେଶ୍ୱର: ଆଉ ଚଳିବ ନାହିଁ ପୁଲିସକୁ ଚକମା ଦେଇ ବାହାରେ ବୁଲୁଥିବା ଅପରାଧୀଙ୍କ ଥାଟବାଟ । ଯେଉଁଠି ଥିଲେ ବି ଥାନାକୁ ଖୋଜି ଆଣିବ କମିଶନରେଟ ପୋଲିସ୍ । ଏଥିପାଇଁ ନୂଆ ଡିସିପି ପ୍ରତୀକ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସହରାଞ୍ଚଳ ପୁଲିସ ଅଧୀନରେ ଥିବା ୨୦୦୦ରୁ ଅଧିକ…

ଶାହାଙ୍କ ପାଇଁ ଆସିଥିଲା ପାଣି ବୋତଲ, ଦାମ୍ ୮୫୦ ଟଙ୍କା !

ପାଣାଜୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ଗୋଆ ଗସ୍ତ ସମୟରେ ୮୫୦ ଟଙ୍କା ଦାମର ଏକ ମିନେରାଲ୍ ପାଣି ବୋତଲ ଦିଆଯାଇଥିଲା ଏବଂ ଏହାକୁ ଗୋଆର ରାଜଧାନୀ ପାଣାଜୀ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ମାପୁସା ସହରରୁ ଅଣାଯାଇଥିଲା । ଗୋଆର କୃଷି ମନ୍ତ୍ରୀ ରବି ନାଏକ…

ଭେଦକୁ ଭେଦିଲେ ଅକଲ ଗୁଡୁମ !

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଏବେ ଜୋର୍ ଧରିଛି ରାଜନୀତିକ ବୟାନବାଜି। ଉଠୁଛି, ପଡୁଛି ବିଜେପି-ବିଜେଡି ଲଢ଼େଇ । ରଥଯାତ୍ରା ପୂର୍ବରୁ ଆରମ୍ଭ ହୋଇଥିବା ଏହି ବୟାନବାଜି କିନ୍ତୁ ପୁରୀ ରାଜନୀତିକୁ ଗୋଳିଆ କରି ଦେଇଛି । ଗୋଳିଆ ହେବାର ପ୍ରମୁଖ କାରଣ ବିଧାୟକ ଜୟନ୍ତ ଷଡ଼ଙ୍ଗୀ…

‘ଅସାନି’ ଦୁର୍ବଳ ହେଉ ହେଉ ଦାନା ବାନ୍ଧିଲାଣି ବାତ୍ୟା ‘କରିମ୍’

ଭୁବନେଶ୍ୱର: ବାତ୍ୟା ଅସାନିର ବିପଦ ଟଳିବା କ୍ଷଣି ଆଉ ଏକ ବାତ୍ୟା ସୃଷ୍ଟି ହୋଇ ସାରିଥିବା ଜଣାପଡ଼ିଛି । ଯଦିଓ ଭାରତୀୟ ପାଣିପାଗ କେନ୍ଦ୍ର କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏ ନେଇ କୌଣସି ସୂଚନା ଦେଇନାହାନ୍ତି ହେଲେ 'ଦ ଓ୍ୱେଦର' ନାମକ ଚ୍ୟାନେଲ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ…

ରାତି ଅଧରେ ଛିନତାଇ କଥା ନକହିବାକୁ ତାଗିଦ କଲେ ପୋଲିସ !

ଭୁବନେଶ୍ୱର: ରାଜ୍ୟର ରାଜଧାନୀକୁ ରାଜ୍ୟବାସୀ ଙ୍କ ଭରଷା। ଉତ୍ତମ ଶିକ୍ଷା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଧାଁଇ ଆସନ୍ତି ଲୋକେ ଭୁବନେଶ୍ୱର। ଆଉ ଏହି କ୍ରମରେ ନବରଙ୍ଗପୁର ଏକ ପରିବାର ଚିକିତ୍ସା ପାଇ ଆସିଥିଲେ ଭୁବନେଶ୍ୱର। ରହୁଥିଲେ ନୟାପଲ୍ଲୀ ବିଜୁ ପଟ୍ଟନାୟକ ଛକ ଆଇଡିବିଆଇ ବ୍ୟାଙ୍କ ପାଖରେ ଥିବା ଏକ…

ପୁରୀ ପରିକ୍ରମା ପ୍ରକଳ୍ପ: ଏସଡିଜିଏମ୍ କୋର୍ଟ ଦେଲେ ଝଟକା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୈତିକ ବୟାନବାଜି ଏବଂ ହୋ ହାଲ୍ଲା ଭିତରେ ପ୍ରଶାସନକୁ ଗୋଟିଏ ବଡ଼ ଝଟକା ଦେଇଛନ୍ତି ଏସ଼ଡିଡିଏମ୍ କୋର୍ଟ । ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବା ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ…

‘ଲକ୍ଷ୍ମଣରେଖା ରହିବା ଉଚିତ, କୋର୍ଟ ସରକାରଙ୍କୁ ସମ୍ମାନ ଦିଅନ୍ତୁ’

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନର ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି । ଏହାପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଦେଶରେ 'ଲକ୍ଷ୍ମଣ ରେଖା' ରହିବା ଉଚିତ୍। କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ସମେତ କେହି ନିଜ ନିଜର "ସୀମା" ଅତିକ୍ରମ କରିବା ଉଚିତ…