ଦିଲ୍ଲୀ ଦଙ୍ଗା: ପୂର୍ବତନ ଆପ୍ କାଉନସିଲର ତାହିର ହୁସେନ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନସିଲର ତାହିର ହୁସେନ। ରାଜଧାନୀର ଏକ ତଳ କୋର୍ଟ ଏହି ଦଙ୍ଗା ମାମଲାରେ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।…