ଲୋକ ଦେଖୁଥିଲେ ଲୁଟେରା ଛଡାଉଥିଲେ, ମୋବାଇଲ ପାଇଁ ୧୦୦ ମିଟର ଘୋଷାଡି ନେଲେ
ଭୁବନେଶ୍ୱର: ସହରରେ ବୁଲୁଛନ୍ତି ରକ୍ତମୁଖା ଲୁଟେରା। ମାଡ ମାରିବା ସହ ମୋବାଇଲ ଛଡାଇବାକୁ ଘୋଷାଡି ନେଉଛନ୍ତି ରାସ୍ତାରେ। ଏପରିକି ମୋବାଇଲ ପାଇ ନେଇଯାଇଥାନ୍ତେ ଜୀବନ। କାରଣ ସହରରେ ଲୁଟେରା ପ୍ରବଳ ହେଲେ ପୋଲିସ ଦୁର୍ବଳ। ଲୁଟେରାକୁ ଚେକମେଟ ଦେବାରେ ପୋଲିସ ବିଫଳ। କାରଣ ବିଗତ କିଛି ଦିନ ଧରି…