Latest Odisha News

BREAKING NEWS

ଗ୍ୟାସ ଟାଙ୍କି ଟ୍ରକ ଦୁର୍ଘଟଣାଗ୍ରସ୍ତ, ଲିକ୍ ହେଉଥିବା ଅଙ୍ଗରକାମ୍ଳ ଗ୍ୟାସ ପାଇଁ ଲୋକେ ଭୟଭୀତ

ଖୋର୍ଦ୍ଧା: ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ । ଚୁରମାର ହେଲା ଟ୍ରକଟିର ସମ୍ମୁଖ ଭାଗ। ଟାଙ୍କିରୁ ଲିକ ହେଉଛି ବ୍ୟାପକ ମାତ୍ରାରେ ଅଙ୍ଗାରକାମ୍ଳ ଗ୍ୟାସ। ବିଳମ୍ବିତ ରାତିରେ 57 ନମ୍ବର ଜାତୀୟ ରାଜପଥ ଉପରେ ଏକ ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାତୀୟ ରାଜପଥର ରାଜସୁନାଖଳା…

କରୋନା ଶେଷ ହେଲେ ଦେଶରେ ସିଏଏ ଲାଗୁ ହେବ: ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, କରୋନେ ଶେଷ ହେଲେ ଦେଶରେ ନାଗରିକ ସଂଶୋଧନ ଆଇନ୍ (ସିଏଏ) ଲାଗୁ ହେବ । ସିଲିଗୁଡିରେ ବିଜେପି ଦ୍ୱାରା ଆୟୋଜିତ ରାଲିରେ ଯୋଗ ଦେଇ ଏପରି କହିଛନ୍ତି । ସେ କହିଛନ୍ତି ବେଙ୍ଗଲବାସୀ ମମତା ବାନାର୍ଜୀଙ୍କୁ ତିନି ଥର…

ବସ ବ୍ରେକ ଫେଲ୍, ସୂତା ଖିଅରେ ଝୁଲିଲା ୬୦ରୁ ଅଧିକଙ୍କ ଜୀବନ

ଡେରାଡୁନ: ଗୁରୁବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡରେ ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଖବର ପାଇବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦେଖିବ ସେ ପ୍ରଥମେ କଣ କରିବ ଚିନ୍ତା କରିପାରିବ ନାହିଁ । ମୁସୁରି-ଡେରାଡୁନ-ମସୁରୀର ରାସ୍ତାରେ…

ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ କରି ଦେଶରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ଏବଂ ମୌସୁମୀ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଛନ୍ତି । ଏହି ବୈଠକରେ ଆଇଏମଡି ଏବଂ ଏନଡିଏମଏର ବରିଷ୍ଠ ପଦାଧିକାରୀମାନେ ଦେଶରେ ମାର୍ଚ୍ଚ-ମେ ୨୦୨୨ ମାସ ମଧ୍ୟରେ ଅନୁଭୂତ ହୋଇଥିବା…

ଶୂନ ଜୀବନହାନୀ ଉପରେ ଗୁରୁତ୍ୱ ଦେବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଏହି ବୈଠକ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ  ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି।…

ଦୁଷ୍କର୍ମ ଅଭିଯୋଗ ପରେ କାହିଁକି ଗିରଫ ହେଉ ନାହାନ୍ତି ବିଜେଡି ବିଧାୟକ?

ଭୁବନେଶ୍ୱର: ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଏଯାଏ ଏଫଆଇଆର ପଞ୍ଜିକରଣ କରୁନି ଖଣ୍ଡଗିରି ପୋଲିସ । ଯାହାକୁ ନେଇ ସରକାରକୁ ଘେରିଛନ୍ତି ବିରୋଧୀ । କଟକ ବାଙ୍ଗୀର ଜଣେ ଯୁବତୀ ମେ ଦୁଇ ତାରିଖ ଦିନ ରାଜଧାନୀ ସ୍ଥିତ ଖଣ୍ଡଗିରି ଥାନାରେ ସାଂସଦ ରମେଶ…

ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର

ଭୁବନେଶ୍ୱର: ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟ ହୋଇଥିବା ଘୁର୍ଣ୍ଣିବଳୟକୁ ଆମେ ଏପର୍ଯ୍ୟନ୍ତ ବାତ୍ୟା ଭାବେ ଦେଖିନାହୁଁ।  ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟାର ଚିତ୍ର । ଏହାପରେ ୮ ତାରିଖ ପରେ ବାତ୍ୟାର ଗତି କୁଆଡେ ହେବ ତାହା ଲଘୁଚାପ ସୃଷ୍ଟ ହେବା…

ମାନ୍ଦାବସ୍ଥା ପରେ ବି ସ୍ମାର୍ଟ ସିଟି ପ୍ରକଳ୍ପ ଠିକ୍ ସମୟରେ ଶେଷ ହେବ, ତାଲିକାରେ ରହିଛି ଭୁବନେଶ୍ୱର

ନୂଆଦିଲ୍ଲୀ: ଦେଶର ୭ ସହର ପ୍ରଥମ ସ୍ମାର୍ଟ ସିଟି ଭାବେ ଘୋଷଣା କରାଯିବ। ଏହି ସହର ମଧ୍ୟରେ ଭୁବନେଶ୍ୱର ରହିଛି । ଏହାବାଦ ଭୋପାଳ, ସୁରତ, ଉଦୟପୁର, ଅହମ୍ମଦାବାଦ, ବାରଣାସୀ ଓ ଇନ୍ଦୋର ରହିଛି। ଏହି ପ୍ରକଳ୍ପ ପାଇଁ ୭ ବର୍ଷ ଧାର୍ଯ୍ୟ ହୋଇଥିଲା। ଯାହାର କାମ ଶେଷ ହେବାକୁ ଯାଉଛି। ସ୍ମାର୍ଟ ସିଟି…

ଓଡ଼ିଶାରେ ନିଜ ନାଁରେ ଫେକ୍ ଆକାଉଣ୍ଟ: ଟ୍ୱିଟ୍ କରି ସତର୍କ କରାଇଲେ ବାଚସ୍ପତି ଓମ୍ ବିର୍ଲା

ନୂଆଦିଲ୍ଲୀ: ନିକଟରେ ଓଡ଼ିଶାରୁ ଗିରଫ ହୋଇଛନ୍ତି ବେଆଇନ୍ ସିମ୍ ଆକ୍ଟିଭ କରି ବିକ୍ରି କରୁଥିବା ରାକେଟ । ଯେଉଁଥିରେ ଗୋଟିଏ ନମ୍ବରର ହ୍ୱାଟସଆପ ଆକାଉଣ୍ଟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ ରହିଥିଲା। ଏହି ଆକାଉଣ୍ଟ ଜରିଆରେ ବିଭିନ୍ନ ଲୋକଙ୍କୁ ଠକିବାକୁ ଉଦ୍ୟମ ହେଉଥିଲା। ଏ ନେଇ…

ଏନଆଇଏର ଦାବି: ମନସୁଖଙ୍କୁ ମାରିବାକୁ ସଚିନ ବାଜେ ଦେଇଥିଲେ ୪୫ ଲକ୍ଷ

ମୁମ୍ବାଇ: ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲେଆ ଆଗରୁ ଜବତ ହୋଇଥିବା ବିସ୍ଫୋରଣ ଭର୍ତ୍ତି ସ୍କୋର୍ପିଓର ମାଲିକ ମନସୁଖ ହିରେନଙ୍କୁ ମାରିଛନ୍ତି ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା । ଏହି ଘଟଣାର ତଦନ୍ତ ଅଧିକାରୀ ସଚିନ ବାଜେ ସେତେବେଳେ ପ୍ରଦୀପ ଶର୍ମାଙ୍କୁ ୪୫…