ପ୍ରବଳ ଖରା: ଏପ୍ରିଲ ୩୦ ପରେ ସ୍କୁଲ ଖୋଲିବ କି ନାହିଁ ଜବାବ ରଖିଲେ ମନ୍ତ୍ରୀ
ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି। ନିଷ୍ପତ୍ତି ଅନୁୟାୟୀ, ୨୦୨୨ ଏପ୍ରିଲ ୩୦ ଯାଏ ସାମୟିକ ଭାବେ ସ୍କୁଲ ବନ୍ଦ କରିବାକୁ ସରକାର…