ପିସିସି ସଭାପତିଙ୍କ ନୋଟିସର ଜବାବ ରଖିଲେ ସୁର ରାଉତରାୟ
ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ସଭାପତି କିଏ ହେବେ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି । ରାଜ୍ୟରେ ପିସିସି ପରିବର୍ତ୍ତନ ହେବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଏହି ବୟାନ ଚର୍ଚ୍ଚା…