ଦ୍ୱିତୀୟ ଥର ପ୍ରୟାସ କରି ପ୍ରଶାନ୍ତ କିଶୋର କାହିଁକି କଂଗ୍ରେସରେ ଯୋଗ ଦେଲେନି ?
ନୂଆଦିଲ୍ଲୀ: ସମସ୍ତ ପ୍ରୟାସ ସତ୍ତ୍ୱେ କଂଗ୍ରେସର ପ୍ରସ୍ତାବକୁ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଅନେକ ଥର ଆଲୋଚନା ପରେ ଦଳରେ ପିକେଙ୍କ ଭୂମିକାକୁ ନେଇ କଂଗ୍ରେସ ସହମତି ପ୍ରକାଶ କରିନଥିବା ସୂଚନା ରହିଛି । ତେଣୁ…