ତେଲ ଦର ଉପରମୁହାଁ, କେବେ ଗଡିବ ଯାତ୍ରିବାହୀ ଟ୍ରେନ୍ ?
ଭୁବନେଶ୍ୱର: ତେଲ ଦର ଉପରମୁହାଁ ହେଉଥିବା ବେଳେ ପାସେଞ୍ଜର ଟ୍ରେନ ଲୋକଙ୍କ ପକେଟକୁ ଆଶ୍ୱସ୍ତି ଦେଇଥାନ୍ତା । କିନ୍ତୁ ଏଯାଏ ଯାତ୍ରିବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇପାରିନି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି । ଖାଲି ସେତିକି ନୁହେଁ ଜେନେରାଲ ଟିକେଟ କିମ୍ବା ତତ୍କାଳ ଟିକେଟ…