Latest Odisha News

BREAKING NEWS

ନୂଆଦିଲ୍ଲୀରୁ ଉଡାଣ ଭରିଥିବା ବିମାନ ହଠାତ୍ ପାକିସ୍ତାନରେ କଲା ଅବତରଣ

ଇସଲାମାବାଦ: ବୈଷୟିକ ତ୍ରୁଟି କାରଣରୁ କାତାର ଏୟାରୱେଜର QR579 ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହି ବିମାନ ଦିଲ୍ଲୀରୁ ଦୋହାକୁ ଯାଉଥିଲା ଯେଉଁଥିରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ। କାତାର ଏୟାରୱେଜ୍ କହିଛି ଯେ ବିମାନ ଉଡ଼ାଣ ସମୟରେ କାର୍ଗୋ ହୋଲ୍ଜରୁ ଧୂଆଁ…

ନିଜ ଦଳ କଂଗ୍ରେସକୁ ମଧ୍ୟ କ୍ଷମା ଦେବିନି: ଆଜାଦ୍

ଜମ୍ମୁ: ଦେଶ ଭିତରେ ଲୋକଙ୍କୁ ବିଭାଜନ କରିବାକୁ କୌଣସି ରାଜନୈତିକ ଦଳ ପଛାଇ ନାହାନ୍ତି । ଯେଉଁଥିରେ ନିଜ ଦଳ କଂଗ୍ରେସ ମଧ୍ୟ ରହିଛି । ଏହା କହିଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ । କଂଗ୍ରେସର ଅସନ୍ତୁଷ୍ଟ ୨୩ କଂଗ୍ରେସ…

ନିର୍ବାଚନରେ ହାରିଥିବା ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ବିଜେପି, କାରଣ କ’ଣ ?

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପୁଷ୍କର ସିଂ ଧାମି ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ରହିଛି। ନିର୍ବାଚନ ପରେ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ମୀନାକ୍ଷୀ ଲେହି ଡେରାଡୁନରେ ବସିଥିବା ନିର୍ବାଚିତ ବିଧାୟକଙ୍କୁ ନେଇ ଏକ ବୈଠକ ବସିଥିଲା । ଏହି ବୈଠକରେ ଧାମିଙ୍କ ନାମ…

ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା, ୪ ଅଟକ

ପୁରୀ: ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ  କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୪ ଜଣ ଅଟକ । ଏହି ଚାରି ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡଯନ୍ତ୍ରକାରୀ ରହିଛନ୍ତି ବୋଲି ସୂଚନା ରହିଛି । ଅଟକଙ୍କ ମଧ୍ୟରେ ରହିଛନ୍ତି କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ । ଗୁନସିଂହାରୀ ମୃତ୍ୟୁ ଘଟଣାରେ…

ଋଷ-ୟୁକ୍ରେନ ଯୁଦ୍ଧ ବେଳେ ନେହରୁଙ୍କ କୂଟନୀତିକୁ ବ୍ୟବହାର କରୁଛନ୍ତି ମୋଦୀ !

ନୂଆଦିଲ୍ଲୀ: ରାତି ପାହିଲେ ଅଷ୍ଟ୍ରେଲିଆ ସହ ଭାରତର ଡିଜିଟାଲ ଶିଖର ସମ୍ମିଳନୀ ରହିଛି । ଏହା ପୂର୍ବରୁ ଭାରତକୁ ପ୍ରଶଂସା କରିଛି ଅଷ୍ଟ୍ରେଲିଆ। ରବିବାର ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବେରି ଓ ଫାରେଲ ରୁଷ-ୟୁକ୍ରେନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ।…

ଭାରତର ନୀତିକୁ ପ୍ରଶଂସା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ହେଲେ କାହିଁକି ?

ଇସଲାମାବାଦ: ନିଜ ଦେଶରେ ଅନାସ୍ଥା ପ୍ରସ୍ତାବ ଭୋଟର ପରୀକ୍ଷା ଦେବାକୁ ଯାଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତକୁ ପ୍ରଶଂସା କରିଛନ୍ତି। ମୁଖ୍ୟତଃ ଭାରତର ବୈଦେଶିକ ନୀତିକୁ ଇମ୍ରାନ୍ ପ୍ରଶଂସା କରିବା ପାକିସ୍ତାନ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।  ସେ କହିଛନ୍ତି ଯେ…

ଦକ୍ଷିଣ କୋରିଆ ଏବଂ ଚୀନରେ ବଢୁଛି କରୋନା ସଂକ୍ରମଣ, କ’ଣ ରହିଛି କାରଣ?

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଦକ୍ଷିଣ କୋରିଆରେ ସଂକ୍ରମଣ ଉପରମୁହାଁ ରହିବା ପରେ ଏବେ ତଳମୁହାଁ ହୋଇଛି । ସାମନ ଗ୍ରାଫ ଚୀନରେ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଶନିବାର ବର୍ଷେ ପରେ ଚୀନରେ କୋଭିଡରେ ପ୍ରାଣ ହରାଇଛନ୍ତି ଦୁଇ ଜଣ । କେବଳ ଦକ୍ଷିଣ କୋରିଆ କିମ୍ବା ଚାଇନା ନୁହେଁ ଅନେକ…

ହୋଲି ପାଳନ ବେଳେ ଫୁଟିଲା ବୋମା, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

ପୁରୀ: ହୋଲି ପାଳନ ବେଳେ ଫୁଟିଲା ବୋମା । ପୁରୀ ଜିଲ୍ଲା ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ଗତକାଲି ବୋମାମାଡ଼ ଓ ଗୁଳି ଚାଳନା ପରେ ଚାପା ଉତ୍ତେଜନା ଲାଗି ରହିଛି । ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ପ୍ରଶାସନ । ଗିରଫଦାରୀ ଭୟରେ ପୂରା ଦଣ୍ଡୁଆସିପଡ଼ା ଗାଁ…

‘ବାପା, ମା’ ଜୀବିତ ଥିଲେ ପୁଅ ସମ୍ପତ୍ତିର ମାଲିକାନା ଦାବି କରିପାରିବନି’

ମୁମ୍ବାଇ:  ବାପା-ମା' ଜୀବିତ ଥିଲେ ପୁଅ ସମ୍ପତ୍ତିର ମାଲିକାନା କିମ୍ବା ଭାଗ ଦାବି କରିପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ଏକ ଆବେଦନର ଶୁଣାଣି କରି ରାୟ ଦେଇଛନ୍ତି। ବାପାଙ୍କୁ ବିଧି ସଂରକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ହୋଇଥିବା ପୁଅର ଆବେଦନକୁ ହାଇକୋର୍ଟ ଶୁଣାଣି ପାଇଁ ଖାରଜ…

ସ୍ତ୍ରୀ ମଟନ ରୋଷେଇ ନକରିବାରୁ ଥାନାକୁ ଜଣାଇଲେ ମହିଳାଙ୍କ ସ୍ୱାମୀ, ଆଉ ତା ପରେ . . .

ହାଇଦ୍ରାବାଦ: ଜଣେ ବ୍ୟକ୍ତି ନିଶାରେ ଥିଲେ, ଆଉ ଏହି ସମୟରେ ନିଜର ଖାଇବା ପାଇଁ ରଖିଥିବା ଅଭିଳାଶକୁ ବି ପୂରଣ କରିବାକୁ ଚାହୁଁଥିଲେ । କିନ୍ତୁ ଅପରପକ୍ଷେ ବ୍ୟକ୍ତି ଯେତେବେଳେ ସଂପୃକ୍ତ ବ୍ୟକ୍ତିଙ୍କ ଇଚ୍ଛାନୁସାରେ କାମ ନକରେ ତାହେଲେ ଜଣେ କଣ କରିବେ ? ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି…