Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱରରେ କାର୍ଯ୍ୟରତ ଆର୍ ଆଣ୍ଡ ବି ଡିଭିଜନ୍-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ । ଭୁବନେଶ୍ୱର, ଢେଙ୍କାନାଳ ଓ ତାଳଚେରର ୬ଟି ସ୍ଥାନରେ ଚଢ଼ାଉ…

ଇସ୍ତଫା ଦେବାକୁ ନିଜ ଆଡୁ ପ୍ରସ୍ତାବ ଦେଲେ ସୋନିଆ, ମନା କଲେ ଦଳର ସଦସ୍ୟ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ବୈଠକରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ଦଳକୁ ଆଗକୁ ବଢିବା ଦରକାର । ଏଥିପାଇଁ ସେ ଓ ତାଙ୍କ ପୁଅ ରାହୁଲ ଏବଂ ଝିଅ ପ୍ରିୟଙ୍କାଙ୍କୁ ଯଦି ଇସ୍ତଫା ଦେବାକୁ ପଡିବ ତାହେଲେ ସେ ରାଜି ଅଛନ୍ତି ବୋଲି କହିଥିଲେ । କିନ୍ତୁ…

ରୁଷିଆ ଆକ୍ରମଣରେ ଆମେରିକା ସାମ୍ବାଦିକଙ୍କ ମୃତ୍ୟୁ

କ୍ୱିଭ: ୟୁକ୍ରେନ ଉପରେ ରୁଷିଆ ଘନ ଘନ ଆକ୍ରମଣ ଜାରୀ ରଖିଛି । ଏପରିକି ଜନବସତି ଉପରେ ମଧ୍ୟ ଗୁଳି ଓ ମିସାଇଲରେ ଆକ୍ରମଣ କରାଯାଉଥିବା ନେଇ ଖବର ପ୍ରକାଶ ପାଇଛି । ରବିବାର ଆମେରିକାର ନ୍ୟୁୟର୍କ ଟାଇମ୍ସ ସାମ୍ବାଦିକ କ୍ୱିଭରେ ରିପୋର୍ଟିଂ କରୁଥିବା ବେଳେ ରୁଷିଆ ସେନାବାହିନୀ ପକ୍ଷରୁ ଗୁଳିବର୍ଷଣ…

ଅଧିକ ଭାର ଯୋଗୁ ଆଧାରୁ ବନ୍ଦ ହୋଇଗଲା ଲିଫ୍ଟ , ଫସିଗଲେ ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର : ଅଧିକ ଭାର ଯୋଗୁ ଅଧାରୁ ବନ୍ଦ ହୋଇଗଲା ଲିଫ୍ଟ । ଲିଫ୍ଟି ଭିତରେ ଫସିଥିବା ଗଣ ମାଧ୍ୟମ ପ୍ରତିନିଧି ଉଦ୍ଧାର ହେଲେ । ଆଜି ସମ୍ବାଦ ସଂଗ୍ରହ ପାଇଁ ଜଣେ ଗଣ ମାଧ୍ୟମ ପ୍ରତିନିଧି ଏମ୍ସ ଭୁବନେଶ୍ୱରକୁ ଆସିଥିଲେ । ଖବର ସଂଗ୍ରହ କରିସାରି ଲିଫ୍ଟ ସାହାର୍ଯ୍ୟରେ ଉପରୁ ତଳକୁ ଆସିବା ବେଳେ…

ରୋହିତଙ୍କ ଛକାରେ ପ୍ରଶଂସକଙ୍କ ନାକ ଭାଙ୍ଗିଲା

ବାଙ୍ଗାଲୋର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ତେବେ ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଏକ ବିଶାଳ ଛକା ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଛକା ଯୋଗୁ ଷ୍ଟାଡିୟମରେ ମ୍ୟାଚ…

କଂଗ୍ରେସର ସିଡବ୍ଲୁସି ବୈଠକ : ବୈଠକ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ ନେଇ ଦେଇଥିବା ବୟାନ ଚର୍ଚ୍ଚାରେ

ଦିଲ୍ଲୀ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀରେ ଆଜି କଂଗ୍ରେସର ସିଡବ୍ଲୁସି ବା କଂଗ୍ରେସ ୱାର୍କିଂ କମିଟି ବୈଠକ ହୋଇଯାଇଛି ।ଏହି ବୈଠକ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୟାନକୁ ନେଇ ସବୁ ଆଡେ ଚର୍ଚ୍ଚା । ଗେହଲଟ ସର୍ବସମ୍ମୁଖରେ କହିଛନ୍ତି…

ଟିଏମସିରେ ଯୋଗ ଦେଲେ ଶତ୍ରୁଘ୍ନ, ଆସନସୋଲରୁ ହେବେ ପ୍ରାର୍ଥୀ

କୋଲକାତା: ବଲିଉଡର ଭେଟେରାନ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ଟିଏମସିରେ ଯୋଗ ଦେଇଛନ୍ତି । ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି । ଏହା ବ୍ୟତୀତ ତାଙ୍କୁ ଆଗାମୀ ଉପ ନିର୍ବାଚନରେ ଆସନସୋଲରୁ ପ୍ରାର୍ଥୀ କରାଯିବ ବୋଲି ମମତା କହିଛନ୍ତି । କଂଗ୍ରେସ, ବିଜେପି ପରେ ଏହି…

ରୁଷ, ଜର୍ମାନୀ ଆର ପାରିରେ: ଆମେରିକା, ଆଫ୍ରିକା ଜାପାନ ବଂଚିଛନ୍ତି

ପାଟନା:ବିହାର ଚମ୍ପାରଣ ଜିଲ୍ଲାରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ ପ୍ରତ୍ୟେକ ଦିନ ୫ଟି ବଡ ଦେଶଙ୍କ ସମ୍ପର୍କରେ ଆଲୋଚନା ହୋଇଥାଏ । କିଛି ବୁଝିପାରିଲେ ବୋଧେ.... ଆସନ୍ତୁ ଜାଣିବା ଏ ସମ୍ପର୍କରେ । ଏହି ଗ୍ରାମରେ ଏକ ପରିବାରର ୫ ଭାଇଙ୍କ ନାମ ତାଙ୍କ ବାପା ରୁଷ, ଜର୍ମାନୀ, ଆମେରିକା, ଆଫ୍ରିକା…

ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ବିମାନ, ହେଲେ ବଞ୍ଚିପାରିଲେନି ଯାତ୍ରୀ

ଭୁବନେଶ୍ୱର:  ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ ।ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଏସିଆ ବିମାନ ଆଜି ଜରୁରୀ ଅବତରଣ କରିଛି ।କୋଲକାତାର ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା । ସୂଚନା ଅନୁସାରେ ବାଙ୍ଗୋଲୋରରୁ ବିମାନଟି ସକାଳ ୬ଟା…

ଦି କଶ୍ମୀର ଫାଇଲ୍ସ: ବିବେକ, ଅନୁପମଙ୍କ ଯୋଡି ଲୁଟି ନେଲେ ପ୍ରଶଂସକଙ୍କ ମନ

ମୁମ୍ବାଇ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦି କଶ୍ମୀର ଫାଇଲ୍ସ ଫିଲ୍ମ ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଛନ୍ତି । ଅନୁପମ ଖେର ଓ ମିଥୁନ ଚକ୍ରବର୍ତିଙ୍କ ଅଭିନୟ ଆଖିରୁ ଲୁହ ବନ୍ଦ କରୁନି । କଶ୍ମୀର ପଣ୍ଡିତଙ୍କ ଊପରେ ୯୦ ଦଶକରେ ହୋଇଥିବା ଅମାନୁଷିକ ଅତ୍ୟାଚାର କାହାଣୀ ପରଦା ଉପରେ…