୭୨ ଘଣ୍ଟାରେ ଖଲିସ୍ତାନୀ ଉପରେ ଏନଆଇଏର ବଡ ଆକ୍ସନ !
ନୂଆଦିଲ୍ଲୀ: ପାକିସ୍ତାନ, ପଞ୍ଜାବ, କାନାଡା ସମେତ ବିଶ୍ୱର ଅନେକ ଦେଶରେ ଖାଲିସ୍ତାନ ଭାରତ ବିରୋଧରେ ଏକ ଏଜେଣ୍ଡା ଚଳାଇ ଆସୁଛନ୍ତି। ତେବେ ଏହାରି ଭିତରେ ଗତ ୭୨ ଘଣ୍ଟା ମଧ୍ୟରେ ଖଲିସ୍ତାନ ଆତଙ୍କ ସହ ଜଡିତ ତିନୋଟି ବଡ ଚେହେରା ଉପରେ ଏନଆଇଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ରହିଛି।…