ନୀତିଶ ପୁଣି ଥରେ ବିଜେପି ସହିତ ଆସିଲେ ଖୁସି ହେବି କହିଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ
ପାଟଣା: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ବୟାନ ପୁଣିଥରେ ବିହାର ରାଜନୀତିକୁ ସରଗରମ କରିଛି। ମହାମେଣ୍ଟର ଅନ୍ୟତମ ସହଯୋଗୀ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ନେତା ମାଞ୍ଝୀ କହିଛନ୍ତି, ବିଜେପି-ଜେଡିୟୁ ସମ୍ପର୍କକୁ ନେଇ ଏକ…