ତେଜସ୍ବୀ ଯାଦବଙ୍କୁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହେଁ : ଲାଲୁ
ନୂଆଦିଲ୍ଲୀ: ବିହାରରେ ସରକାର ବଦଳିବା ପରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବେ ଏବଂ ବିହାର ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଦାୟିତ୍ୱ ଗ୍ରହଣ କରିବେ। ଏପରି ଏକ ଚର୍ଚ୍ଚା ବିଭିନ୍ନ ସମୟରେ ହେଉଛି। ଆଉ ଏବେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଆରଜେଡି ସୁପ୍ରିମୋ ତଥା ବିହାରର…